ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପୁରୀ ଗସ୍ତ ବାତିଲ ରଖାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଏହି ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିଲା । ତେବେ, ଲଘୁଚାପ ପରବର୍ତ୍ତୀ ବାତ୍ୟା…

ଲକ୍ଷ୍ମୀପୁର ହିଂସା ନେଇ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ…

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧୀ ଦଳ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି। ରାହୁଲଙ୍କ…

ମନୀଷ ଅନୁରାଗ ମୃତ୍ୟୁ ମାମଲା : କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ଆଗରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ୨ ଜଣ ଯୁବକ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ସ୍ପେଶାଲ ସ୍କ୍ୱାଡ୍ ନିକଟରେ ୨ ଯୁବକ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଭୁବନେଶ୍ୱର ଅଣାଯାଇ ଜେରା…

ଇସ୍ତଫା ଦେଲେ କ୍ରିକେଟ୍ ଅଷ୍ଟ୍ରେଲିଆ ଅଧ୍ୟକ୍ଷ ଏଡିଙ୍ଗ୍ସ

ମେଲବୋର୍ଣ୍ଣ: ଆର୍ଲ ଏଡିଙ୍ଗ୍ସ ସୋମବାର ଦିନ କେତେକ ପ୍ରଦେଶର ସମର୍ଥନ ଅଭାବରୁ କ୍ରିକେଟ୍ ଅଷ୍ଟ୍ରେଲିଆର (ସି.ଏ) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଗୁରୁବାର ବାର୍ଷିକ ସାଧାରଣ ସଭା (ଏଜିଏମ୍) ପୂର୍ବରୁ କ୍ରିକେଟ୍ ଅଷ୍ଟ୍ରେଲିଆ ରିଚାର୍ଡ ଫ୍ରଡେନଷ୍ଟାଇନ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଭାବରେ…

ରାଜ୍ୟମାନଙ୍କୁ ୯୭.୭୯ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି

ନୂଆଦିଲ୍ଲୀ: ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ୯୭.୭୯ କୋଟିରୁ ଅଧିକ ଡୋଜ କୋଭିଡ-୧୯ ଟିକା ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି । ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ୮.୪୩ କୋଟିରୁ ଅଧିକ ଡୋଜ ଉପଲବ୍ଧ…

ଧୋନିଙ୍କ ବଦାନ୍ୟତା: ବିନା ପାଉଣାରେ ମେଣ୍ଟର ଦାୟିତ୍ବ ତୁଲାଇବେ 

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳର ମେଣ୍ଟର ବା ମାର୍ଗଦର୍ଶକ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଏଥିପାଇଁ ସେ କୌଣସି ପାଉଣା ନେବେ ନାହିଁ । ସେ ମାଗଣାରେ ଏହି ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି…

ମୁମ୍ବାଇ ସାଇବର ସେଲର ଇ-ମେଲ୍ ଆଇଡି ହ୍ୟାକ୍ କଲେ ପାକିସ୍ତାନୀ ହ୍ୟାକର୍

ମୁମ୍ବାଇ: ପାକିସ୍ତାନୀ ହ୍ୟାକରମାନେ ମୁମ୍ବାଇର ଇଷ୍ଟ ସାଇବର ଡିଭିଜନର ଇମେଲ ଆଇଡି ହ୍ୟାକ୍ କରିଛନ୍ତି। ହ୍ୟାକିଂ ପରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଛି। ଏହି ଇମେଲ ଆଇଡିରୁ ବାକି ପୋଲିସକୁ ଫିସିଂ ମେଲ ପଠାଯାଉଛି, ଯାହା ମାଧ୍ୟମରେ ତଥ୍ୟ ଚୋରି କରିବାକୁ ଚେଷ୍ଟା କରାଯାଇଥିଲା। ଏହି…