ଗୁଳି ମାଡ଼ରେ ଚାଷୀ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଟୁଣୁକୁମ୍ପା ଗ୍ରାମରେ ଜଣେ ଚାଷୀଙ୍କ ଉପରେ ଗୁଳିମାଡ଼ ହୋଇଛି। କୌଣସି କାରଣରୁ ସେହି ଗ୍ରାମର ଜଣେ ଯୁବକ ଜମିରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ୫୫ ବର୍ଷୀୟ ଶିବରାମ ନାୟକ ଗୁରୁତର ହୋଇ ଜମିରେ…

କରୋନା ଅପଡେଟ୍: ଦେଶରେ ୨୬,୧୧୫ ନୂଆ ମାମଲା, ୨୫୨ ମୃତ

ନୂଆଦିଲ୍ଲୀ: ପୁଣି ଥରେ ମାମଲାଗୁଡ଼ିକରେ ହ୍ରାସ ଘଟିଛି। ପାଞ୍ଚ ଦିନ ପରେ ୩୦ ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୧୧୫ ନୂଆ ମାମଲା ଆସିଥିବ ବେଳେ​​ ୨୫୨ ଜଣ ଲୋକ ପ୍ରାଣ…

ଚାନ୍ଦିପୁର ଗୁପ୍ତଚର ମାମଲା : ଅଭିଯୁକ୍ତଙ୍କୁ ଜେରା ବେଳେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ବାଲେଶ୍ୱର – ଚାନ୍ଦିପୁର ଡିଆରଡିଓରୁ ସମ୍ବେଦନଶୀଳ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ୍ ସ୍ପେଶାଲ ଟିମ୍ ଜେରା ବେଳେ ଚାଂଚଲ୍ୟକର ସୂଚନା ମିଳିଛି । ପାକିସ୍ତାନରୁ ୟୁପି ଦେଇ ଓଡିଶାକୁ ପଇସା ଆସୁଥିଲା ଜଣାପଡିଛି । ପାକିସ୍ତାନୀ ଏଜେଣ୍ଟଙ୍କ ସହ ଗୁପ୍ତଚରମାନେ କିଭଳି ସଂପର୍କ…

ସର୍ବୋଚ୍ଚ ନେତା ଅଖୁଣ୍ଡଜାଦାଙ୍କୁ ହତ୍ୟା ! ବରାଦର ବନ୍ଧକ!! ନେତୃତ୍ବ ପାଇଁ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ…

କାବୁଲ: ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ଏବେ ତାଲିବାନର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିବା ଜଣାପଡ଼ିଛି । ଏକ ବ୍ରିଟିଶ୍ ମାଗାଜିନ ଦାବି କରିଛି ଯେ ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲା ଅଖୁଣ୍ଡଜାଦାଙ୍କୁ ହତ୍ୟା କରାଯାଇଛି ଏବଂ ଉପପ୍ରଧାନମନ୍ତ୍ରୀ ମୁଲ୍ଲା…

ରେକର୍ଡ ଟିକାକରଣରେ ମୁଖ୍ୟମନ୍ତ୍ରୀ ଖୁସି, ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଲେ ଶ୍ରେୟ

ଭୁବନେଶ୍ୱର – କୋରୋନା ବିରୋଧୀ ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଗୋଟିଏ ଦିନରେ ରେକର୍ଡ କୋଭିଡ ଟିକାକରଣ କରି ନୂଆ ରେକର୍ଡ କରିଛି ଓଡିଶା । ଦିନକରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର…

ଓଡିଶା- ଦାରିଦ୍ର୍ୟ ଦୂରୀକରଣରୁ ସମୃଦ୍ଧିର ସୋପାନରେ : ଅନେକ ଆହ୍ବାନପୂର୍ଣ୍ଣ ପଥର ସଫଳ ଯାତ୍ରା

ଭୁବନେଶ୍ବର : ଦିନେ ଦାରିଦ୍ର୍ୟ , ଅନାହାର ଭଳି ଅପବାଦ ମୁଣ୍ଡାଇଥିବା ଓଡିଶା ଏବେ ପ୍ରଗତି ଏବଂ ସମୃଦ୍ଧିର ଏକ ବଳିଷ୍ଠ ପରିଭାଷାର ଭୁଖଣ୍ଡ ପାଲଟିଯାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଏହାର ବିକାଶର ଯାତ୍ରା ସବୁ କଣ୍ଟକିତ ପଥକୁ ଦୃଢତାର ସହ ସାମ୍ନା କରି ପ୍ରଗତିର ଏକ ନୁଆଁ ମାଇଲଖୁଣ୍ଟ ସ୍ଥାପନ…

ଭିଜିଲାନ୍ସ ଜାଲରେ ନେସ୍କୋ ଏସଡିଓ, ୪ଟି ସ୍ଥାନରେ ଚଢାଉ

କେନ୍ଦୁଝର - ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନେସ୍କୋ ଇଲେକ୍ଟ୍ରିକାଲ ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ଓ ଅନ୍ୟ ତିନିଟି ସ୍ଥାନରେ ଚଢାଉ କରିିଛି ଭିଜିଲାନ୍ସ । ଭିଜିଲାନ୍ସର ଚାରିଟି ଟିମ୍ ମହେଶ୍ୱରଙ୍କ କେନ୍ଦୁଝର ସ୍ଥିତ ବାସଭବନ, ଅଫିସ, ଘଟଗାଁ ଓ ତାଙ୍କର ପୈତୃକ…