ରାଜ୍ୟରେ ବଢିଲା କୋରୋନା ଗ୍ରାଫ୍‌, ବହୁ ଦିନ ପରେ ଦୈନିକ ସଂକ୍ରମଣ ୭ ଶହ ଉପରେ, ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । କିଛି ଦିନ ପରେ ସଂକ୍ରମଣ ସଂଖ୍ୟା ୭ ଶହରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୧୦୧ । ସଙ୍ଗରୋଧରୁ ୪୨୪ ଓ ସ୍ଥାନୀୟ ଅଞ୍ଚଳରୁ…

ଆଜିଠାରୁ ଭୁବନେଶ୍ୱରରେ ଜାତୀୟ ଜୁନିଆର ଖୋ ଖୋ ପ୍ରତିଯୋଗିତା

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା । ପ୍ରତିଯୋଗିତାର ୪୦ତମ ସଂସ୍କରଣରେ ୬୦ଟି ଦଳର ୭୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି । ଓଡିଶା ଖୋ ଖୋ ସଂଘ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ କିଟ୍‌ର ମିଳିତ ସହଯୋଗରେ ପ୍ରତିଯୋଗିତା ଆୟୋଜନ ହେଉଛି ।…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ…

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ମାଲକାନଗିରି ଓ ସୁନ୍ଦରଗଡ ପରେ ବଲାଙ୍ଗିର ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର…