କୋଟିପତି ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଆଉ ଜଣେ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓଡ଼ିଶା ପୋଲିସର ଯୋଗାଯୋଗ ବିଭାଗର ASP ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।…

ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ତଥା ଏମଡି ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ। ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ଠାରୁ ଏୟାର ଇଣ୍ଡିଆ କିଣିଥିବା ଟାଟା ଗ୍ରୁପ୍ ନିକଟରେ ଆୟସିଙ୍କୁ ଏହି ଋଣଗ୍ରସ୍ତ ଏୟାରଲାଇନ୍ସର ସିଇଓ ତଥା ଏମଡି ଭାବେ…

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରେ ୭୮.୬ ପ୍ରତିଶତ ମତଦାନ : ସୁବର୍ଣ୍ଣପୁରରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ୱର- ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନବରଙ୍ଗପୁରରେ ୮୬.୩୩%, କୋରାପୁଟରେ ୮୪.୭୮%, ଗଜପତିରେ ୮୨.୭୨%…

ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପରେ… ପ୍ରଥମ ଥର ପଞ୍ଚାୟତ ପ୍ରତିନିଧି ବାଛିବେ କୁଦଗୁଣ୍ଡେରପୁରବାସୀ, ସଡକ ପଥରେ…

ଲେଖକ: ହର୍ଷିତା ବିଶ୍ବାଳ ସମ୍ବଲପୁର : ସ୍ବାଧୀନତାର ୭୫ ବର୍ଷ ପରେ ବି ଦୁନିଆଁ ଠାରୁ ବିଚ୍ଛିନ୍ନ ହୋଇ ରହି ଆସିଥିଲେ। ପିଢି ପିଢି ଧରି ଜଳବନ୍ଦୀ ଯନ୍ତ୍ରଣାରେ ଉବୁଟୁବୁ ହେଉଥିଲେ। ଜଳପଥ ହିଁ ଏକମାତ୍ର ଭରସା ଥିଲା। ହେଲେ ବର୍ତ୍ତମାନ ସେମାନେ ଦୁନିଆଁ ସହ ଯୋଡି ହୋଇଛନ୍ତି। ବିକାଶର ମୁଖ୍ୟ…

ବାଇକ ଧକ୍କାରେ ଲୁନା ଚାଳକର ମୃତ୍ୟୁ

ବରଗଡ଼: ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ବୁଢ଼ୀମାଲ ଠାରେ ରବିବାର ସକାଳେ ଏକ ବାଇକ ଓ ଲୁନା ମଧ୍ୟରେ ଧକ୍କା ହେବାରୁ ଲୁନା ଚାଳକଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଲୁନାରେ ବରଗଡ଼ ପାଖ ସିର୍ଗିଡା ଗାଁର ଜୟଲାଲ ପଟେଲ ଓ ସାଗର ବାଉଁଶ…