ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ଵର- ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପାଇଁ ଗାଇଡ ଲାଇନ ଜାରି କରାଯାଇଛି । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଦ୍ୱିତୀୟ ଡୋଜ ଟିକା ନେଇଥିବା ବ୍ୟକ୍ତି ହିଁ ଗଣତି କେନ୍ଦ୍ରକୁ ଯାଇପାରିବେ । ଗଣତିର ୪୮ ଘଣ୍ଟା ପୂର୍ବରୁ ଆର୍ଟି ପିସିଆର…

ଓଡ଼ିଶା ଗସ୍ତରେ ଏଏସଆଇ ଡିଜି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ASI DG ଭି.ବିଦ୍ୟାବତୀ । ଆଜି ସେ ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏଏସଆଇ ଡିଜିଙ୍କ ସହିତ…

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ କ୍ଲିନ୍ ସୁଇପ୍ ପରେ ଭାରତ ନମ୍ବର ଓ୍ବାନ୍

ଦୁବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିବା ପରେ ଟିମ୍ ଇଣ୍ଡିଆ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି | ଇଂଲଣ୍ଡକୁ।ପଛରେ ପକେଇ।ରୋହିତ ବାହିନୀ ଏହି ଫର୍ମାଟରେ ନମ୍ବର ଓ୍ବାନ୍ ଦଳ ହୋଇଛି । ଭାରତ ୬ ବର୍ଷ ପରେ ପ୍ରଥମ ଥର ପାଇଁ…

କୋଟିପତି ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଆଉ ଜଣେ ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଓଡ଼ିଶା ପୋଲିସର ଯୋଗାଯୋଗ ବିଭାଗର ASP ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।…

ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଏୟାର ଇଣ୍ଡିଆର ନବ ନିଯୁକ୍ତ ସିଇଓ ତଥା ଏମଡି ଇଲକର ଆୟସିଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିବେ। ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ଠାରୁ ଏୟାର ଇଣ୍ଡିଆ କିଣିଥିବା ଟାଟା ଗ୍ରୁପ୍ ନିକଟରେ ଆୟସିଙ୍କୁ ଏହି ଋଣଗ୍ରସ୍ତ ଏୟାରଲାଇନ୍ସର ସିଇଓ ତଥା ଏମଡି ଭାବେ…

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରେ ୭୮.୬ ପ୍ରତିଶତ ମତଦାନ : ସୁବର୍ଣ୍ଣପୁରରେ ସର୍ବାଧିକ, ଗଞ୍ଜାମରେ ସର୍ବନିମ୍ନ

ଭୁବନେଶ୍ୱର- ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୮.୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ସୁବର୍ଣ୍ଣପୁରରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନବରଙ୍ଗପୁରରେ ୮୬.୩୩%, କୋରାପୁଟରେ ୮୪.୭୮%, ଗଜପତିରେ ୮୨.୭୨%…

ଜଳବନ୍ଦୀ ଯନ୍ତ୍ରଣାରୁ ମୁକ୍ତି ପରେ… ପ୍ରଥମ ଥର ପଞ୍ଚାୟତ ପ୍ରତିନିଧି ବାଛିବେ କୁଦଗୁଣ୍ଡେରପୁରବାସୀ, ସଡକ ପଥରେ…

ଲେଖକ: ହର୍ଷିତା ବିଶ୍ବାଳ ସମ୍ବଲପୁର : ସ୍ବାଧୀନତାର ୭୫ ବର୍ଷ ପରେ ବି ଦୁନିଆଁ ଠାରୁ ବିଚ୍ଛିନ୍ନ ହୋଇ ରହି ଆସିଥିଲେ। ପିଢି ପିଢି ଧରି ଜଳବନ୍ଦୀ ଯନ୍ତ୍ରଣାରେ ଉବୁଟୁବୁ ହେଉଥିଲେ। ଜଳପଥ ହିଁ ଏକମାତ୍ର ଭରସା ଥିଲା। ହେଲେ ବର୍ତ୍ତମାନ ସେମାନେ ଦୁନିଆଁ ସହ ଯୋଡି ହୋଇଛନ୍ତି। ବିକାଶର ମୁଖ୍ୟ…