ଚୀନ୍ ନିବେଶକଙ୍କୁ ଏଲଆଇସିର ସେୟାର କିଣିବାକୁ ଅନୁମତି ଦେବନାହିଁ ଭାରତ

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବୀମା କମ୍ପାନୀ ଲାଇଫ୍ ଇନସୁରାନ୍ସ କର୍ପୋରେସନ (ଏଲଆଇସି) ର ଆଇପିଓ ଆସନ୍ତା କିଛି ମାସ ମଧ୍ୟରେ ବଜାରକୁ ଆସିବ | ତେବେ ଏଲ୍ଆଇସିର ଅଂଶଧନ କିଣିବାକୁ ଚୀନ୍ ନିବେଶକମାନଙ୍କୁ ସୁଯୋଗ ଦିଆଯିବ ନାହିଁ । କେନ୍ଦ୍ର ସରକାର ଏଥିରେ ବିଦେଶୀ ନିବେଶକଙ୍କୁ ଅନୁମତି ଦେବାକୁ…

ପେଗାସସ୍ ମାମଲା: ତଦନ୍ତ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ଆସନ୍ତା ସପ୍ତାହରେ ଏହି ନିର୍ଦ୍ଦେଶ ଜାରି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି ଯେ ଆମେ…