ଝାରସୁଗୁଡାରେ ଆଇପିଏଲ ବେଟିଂ ରାକେଟ ଠାବ, ୨ ଗିରଫ

ଝାରସୁଗୁଡା- ଝାରସୁଗୁଡାରେ ଚାଲିଥିବା ଏକ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ସହରର ଗୋଶାଳା ଛକରେ ଚାଲିଥିଲା ବେଟିଂ ରାକେଟ । ଟାଉନ ଥାନା ପୋଲିସ ଚଢାଉ କରି ବେଟିଂ ରାକେଟ୍ ପର୍ଦ୍ଦାଫାସ କରିଛି । ୬ ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।…

କୁଆଡେ଼ ଗଲା ୫୦ ହଜାର କୋଟି ଟଙ୍କା ? ପିଏମ୍ କେୟାର୍ସ ଫଣ୍ଡ୍ ଉପରେ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ପିଏମ୍ କେୟାର୍ସ ଫଣ୍ଡର ସ୍ବଚ୍ଛତା ଉପରେ ଉପରେ ପୁଣି ପ୍ରଶ୍ନ ଉଠାଇଛି କଂଗ୍ରେସ। ଏଥିସହ ଏହି ପାଣ୍ଠିକୁ ମିଳିଥିବା ୪୦ ରୁ ୫୦ ହଜାର କୋଟି ଟଙ୍କା କୁଆଡେ ଗଲା ବୋଲି ପଚାରିଛି ‌‌। ଏହି ଟଙ୍କାର ହିସାବ କାହିଁକି ଗୁପ୍ତ ରଖାଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି।ପିଏମ କେୟାର୍ସ…