ଭାରତୀୟ କ୍ରିକେଟ୍ ଦଳର ଆଉ ଜଣେ ସଦସ୍ୟ କରୋନା ପଜିଟିଭ୍, ଅଭ୍ୟାସ ସେସନ୍ ବାତିଲ, ପଞ୍ଚମ ଟେଷ୍ଟ ନେଇ ଅନିଶ୍ଚିତତା

ଲଣ୍ଡନ: ଭାରତୀୟ କ୍ରିକେଟ୍ ଦଳର ଜଣେ ସପୋର୍ଟ ଷ୍ଟାଫ୍ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସଂକ୍ରମିତ ସଦସ୍ୟ ହେଉଛନ୍ତି ସହାୟକ ଫିଜିଓ ଥେରାପିଷ୍ଟ ଯୋଗେଶ ପରାମର । ଆଉ ଏକ କରୋନା ମାମଲା ସାମ୍ନାକୁ ଆସିବା ପରେ ଟିମ୍ ଇଣ୍ଡିଆର ଆଜି ହେବାକୁ ଥିବା ଅଭ୍ୟାସ ସେସନ୍ କୁ ବାତିଲ କରାଯାଇଛି।…

ଫ୍ୟୁଚର ଗ୍ରୁପକୁ ଆଶ୍ବସ୍ତି, ସମ୍ପତ୍ତି ଜବତ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

ନୂଆଦିଲ୍ଲୀ: ଫ୍ୟୁଚର ଗ୍ରୁପର ସମ୍ପତ୍ତି ଜବତ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଫ୍ୟୁଚର-ରିଲାଏନ୍ସ ଖୁଚୁରା ମିଶ୍ରଣ କାରବାର ସହ ଜଡିତ ମାମଲାରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ ଫ୍ୟୁଚର ରିଟେଲ ଏବଂ…

ପୁଣି ବିବାଦରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ତିନି ଛାତ୍ର ବହିଷ୍କୃତ ପରେ ୧୧ ଫାକଲ୍ଟି ସସପେଣ୍ଡ୍

କୋଲକାତା: ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଅଗଷ୍ଟ ୨୩ରେ ତିନିଜଣ ଛାତ୍ରଙ୍କୁ ବହିଷ୍କାର କରାଯିବା ନେଇ ବିବାଦ ସୃଷ୍ଟି ହୋଇଛି। ବୁଧବାର କଲିକତା ହାଇକୋର୍ଟ ଉକ୍ତ ତିନି ଛାତ୍ରଙ୍କୁ ଶ୍ରେଣୀରେ…

୬ ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୪ରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଅକ୍ଟୋବର ୪ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଖାଲି ପଡିଥିବା ୬ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୫ରେ ଏ…