ଟୋକିଓ ପାରାମ୍ପିଲିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କା ପୁରସ୍କାର, ମିଳିବ ଗ୍ରୁପ୍‌-ଏ…

ଭୁବନେଶ୍ୱର- ପୂର୍ବ ଘୋଷଣା ଅନୁସାରେ ରାଜ୍ୟ ସରକାର ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ମିଳିବ । ଏହାଛଡା ପ୍ରମୋଦଙ୍କୁ ଗ୍ରୁପ୍ –ଏ ପାହ୍ୟାର ସରକାରୀ ଚାକିରୀ ମିଳିବ । ଏ ନେଇ ରାଜ୍ୟ ସରକାର ପୂର୍ବରୁ…

ଆସିଲା ନୂଆ ଏସଓପି, ଶ୍ରୀମନ୍ଦିରରେ ରାତି ୯ଟା ଯାଏଁ ମିଳିବ ଜଗା ଦର୍ଶନ, ରବିବାର ଓ ଦିନରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ

ପୁରୀ – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ନିମନ୍ତେ ନୂଆ ଏସଓପି ଜାରି ହୋଇଛି । ଏଣିକି ସଂଧ୍ୟା ୭ଟା ବଦଳରେ ରାତି ୯ଟା ଯାଏଁ ମିଳିବ ଦର୍ଶନ । ସୋମବାରୁ ଶନିବାର ଯାଏଁ ଭକ୍ତମାନେ ଦିଅଁ ଦର୍ଶନ କରିପାରିବେ । କିନ୍ତୁ ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ବନ୍ଦ…

ପାରିବାରିକ କଳହ ନେଲା ୩ ଜୀବନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ପାରିବାରିକ କଳହରୁ ଆଉ ଏକ ଦୁଖଦ ଘଟଣା ମଙ୍ଗଳବାର ରାତିରେ ଘଟିଯାଇଛି। ଅନୈତିକ ସମ୍ପର୍କକୁ ସନ୍ଦେହ କରି ପୁଅ, ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଜୀବନ ହାରିଛି ଘରର ମୁଖିଆ। ମୃତକ ହେଲେ ବର୍ଷକର ଶିଶୁ ପୁତ୍ର ଊମେଶ, ସ୍ତ୍ରୀ ରୁନୁ ଓ ସ୍ବାମୀ ସୁଜନ ପ୍ରଧାନ।…

ଆଫଗାନିସ୍ତାନ ପ୍ରସଙ୍ଗରେ ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ ଓ ରୁଷ୍‌ର ଜାତୀୟ ସୁରକ୍ଷା ପରାମର୍ଶଦାତା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ପରିପ୍ରେକ୍ଷୀରେ ଆମେରିକାର ଗୁଇନ୍ଦା ବିଭାଗ ‘ସିଆଇଏ’ ମୁଖ୍ୟ ବିଲ୍ ବର୍ନସ୍ ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ମଙ୍ଗଳବାର ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ହୋଇଥିବା…