କରୋନା ଅପଡେଟ୍: ଦିନକରେ ୪୧,୯୬୫ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୪୦ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଦିନକ ପୂର୍ବରୁ ଦେଶରେ ୩୦,୯୪୧ କରୋନା ମାମଲା ଆସିଥିଲା ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସର୍ବଶେଷ ତଥ୍ୟ ପ୍ରକାଶ ପାଇଛି। ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୯୬୫ ନୂଆ କରୋନା…

ମାସ ଆରମ୍ଭରୁ ଲୋକଙ୍କ ଉପରେ ମହଙ୍ଗା ବୋଝ, ଘରୋଇ ଏଲପିଜି ସିଲିଣ୍ଡର ଦର ଆଉ ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ନୂଆ ମାସ ଆରମ୍ଭରୁ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ମହଙ୍ଗା ବୋଝ । ଏଲପିଜି ସିଲିଣ୍ଡର ଏବେ ଆହୁରି ମହଙ୍ଗା ହୋଇଛି | ଆଜି ତଥା ସେପ୍ଟେମ୍ବର ୧ରୁ ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ୧୪.୨…

ରାଜ୍ୟରେ ୮ ହଜାର ପାର କଲା କୋରୋନା ମୃତ୍ୟୁ ସଂଖ୍ୟା, ଆଉ ୫୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୫୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ପାର କରିଛି । ରାଜ୍ୟରେ ଏ ଯାଏଁ ୮ ହଜାର ୨୨ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ରିପୋର୍ଟ ଅନୁସାରେ ଖୋର୍ଦ୍ଧା…

ରାଜ୍ୟରେ ୭୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୧୨୫ ସଂକ୍ରମିତ ଶିଶୁ ଓ କିଶୋର

ଭୁବନେଶ୍ୱର- ରାଜ୍ୟରେ ଆଉ ୭୧୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ କିଶୋର ଓ ଶିଶୁଙ୍କ ସଂଖ୍ୟା ହେଉଛି ୧୨୫ । ସଙ୍ଗରୋଧରୁ ୪୨୨ ଓ ସ୍ଥାନୀୟ ଅଞ୍ଚଳରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଓ କଟକରୁ ୮୯ ନୂଆ…