ତାଲିବାନ ସହ ଭାରତର ପ୍ରଥମ ଔପଚାରିକ ଆଲୋଚନା, କାତାରରେ ତାଲିବାନ ନେତା ଷ୍ଟାନିକଜାଇଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ:ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ସହ ପ୍ରଥମ ଥର ଔପଚାରିକ ଆଲୋଚନା କରିଛି ଭାରତ । କାତାରରେ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ ତାଲିବାନର ବରିଷ୍ଠ ନେତା ଶେର୍ ମହମ୍ମଦ ଆବାସ୍ ଷ୍ଟାନିକଜାଇଙ୍କୁ ଭେଟିଛନ୍ତି । ତାଲିବାନ ନେତା ଷ୍ଟାନିକଜାଇଙ୍କ ସହ ଆଲୋଚନାରେ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ – ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରାଯିବ । କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ ବୋଲି ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ବିଦ୍ୟା ଭାରତୀଙ୍କୁ ମହିଳା ଅଧିକାରୀମାନେ ଜେରା କରିବେ । ମାମଲାର…

ବିଜେଡିରେ ସାମିଲ ହେଲେ ବହୁ ମହିଳା ସଂଗଠକ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ଯୋଗଦାନ ପର୍ବରେ ବହୁ ମହିଳା ସଂଗଠକ ତଥା ସ୍ବୟଂ ସହାୟକ ଗୋଷ୍ଠୀର ବହୁ ସଭାନେତ୍ରୀ ଓ ସଂପାଦିକା ଦଳରେ ଯୋଗ ଦେଇଛନ୍ତି । ଯୁବ ନେତା ଆଶିଷ ମିଶ୍ର (ରିଂକୁ) ଓ ନାରୀ ନେତ୍ରୀ ମିତାଲି ସାହୁଙ୍କ ଉଦ୍ୟମରେ…

ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କଲେ ଅଷ୍ଟେଲିଆ ହାଇକମିଶନର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି। ବୈଠକରେ ଓଡିଶା…

ତୁଳା ଲଗ୍ନରେ ନୂଆଁଖାଇ

ସମ୍ବଲପିର: ଆଜି ପବିତ୍ର ନନ୍ଦୋତ୍ସବ ରେ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ନୂଆଖାଇ ଲଗ୍ନ ବାହାରିଲା। ବ୍ରହ୍ମପୁରା ମନ୍ଦିର କମିଟୀ ର ଆହ୍ୱାନ କ୍ରମେ ପଣ୍ଡିତ ମହାସଭା ଲଗ୍ନ ନିର୍ଧାରଣ କରିଥିଲେ। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ସକାଳ ୧୦:୧୫ ମି. ରୁ…