ପାରା ଅଲିମ୍ପିକ୍ସରେ ପଦକ ବିଜେତା ମାରିୟପ୍ପାନ ଥାଙ୍ଗାଭେଲୁ ଓ ଶରଦ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଟୋକିଓ ପାରା ଅଲିମ୍ପିକ୍ସର ଟି-୬୩ ଶ୍ରେଣୀର ହାଇଜମ୍ପରେ ରୌପ୍ୟ ପଦକ ଜିତିଥିବା ମାରିୟପ୍ପାନ ଥାଙ୍ଗାଭେଲୁ ଓ ବ୍ରୋଞ୍ଜ ଜିତିଥିବା ଶରଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଭାରତୀୟଙ୍କ ପୋଡିୟମ ଫିନିସ ଦେଶ ପାଇଁ ବଡ ଗର୍ବର ବିଷୟ ବୋଲି…

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ସମ୍ବଲପୁର -ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ସେପଟେମ୍ବର ୧୧ ତାରିଖରେ ପଞ୍ଚମୀ ତିଥିରେ ସକାଳ ୧୦ ଘଣ୍ଟା ୧୫ ମିନିଟରୁ ୧୦ ଘଣ୍ଟା ୨୫ ମିନିଟ ଭିତରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ଏହି ସମୟ ମଧ୍ୟରେ ମାଆ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି କରାଯିବ । ପରେ ସାରା…

ପାରାଲିମ୍ପିକ୍ସରେ ଭାରତକୁ ପୁଣି ଦୁଇ ପଦକ, ହାଇଜମ୍ପରେ ଥାଙ୍ଗାଭେଲୁ ଜିତିଲେ ରୌପ୍ୟ, ଶରଦ କୁମାରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ମରିୟାପ୍ପନ ଥାଙ୍ଗାଭେଲୁ ପୁରୁଷ ହାଇଜମ୍ପରେ ଟି୬୩ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଶରଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି | ଆମେରିକାର ସାମ ଗ୍ରେଭ୍ ୧.୮୮ ମିଟର ଡେଇଁ…

ଗାଡିରେ ‘ପ୍ରେସ’ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ଧରିବ ପୋଲିସ

କଟକ - ନକଲି ସାମ୍ବାଦିକଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିବ ପୋଲିସ । ଗାଡିରେ ‘ପ୍ରେସ୍‌’ ଲେଖି ରାଜ୍ୟସାରା ମନଇଛା ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ୍ କରିବାକୁ କମିଶନରେଟ ପୋଲିସ ଯୋଜନା କରିଛି । ଯେଉଁମାନେ ଗାଡିରେ ପ୍ରେସ୍ ଲେଖି ବୁଲୁଛନ୍ତି , ସେମାନଙ୍କ ପରିଚୟ ଯାଞ୍ଚ ହେବ ବୋଲି…

ପଶ୍ଚିମବଙ୍ଗ: ଆଉ ଜଣେ ବିଜେପି ବିଧାୟକ ତୃଣମୂଳ କଂଗ୍ରେସରେ ଯୋଗଦେଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପିରୁ ଏବେ ବିଧାୟକ ଓ ନେତାଙ୍କ ପ୍ରସ୍ଥାନ ଜାରି ରହିଛି । ଏବେ ଆଉ ଜଣେ ବିଜେପି ବିଧାୟକ ବିଶ୍ୱଜିତ ଦାସ ଦଳ ଛାଡ଼ିଛନ୍ତି । ଦାସ ମଙ୍ଗଳବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ବିଶ୍ୱଜିତ୍ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବଗାଡା ଆସନରୁ ବିଧାୟକ ଅଛନ୍ତି ।…

ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ ଟିକାକରଣ ସରିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ଆସନ୍ତା ଡିସେମ୍ବର ସୁଦ୍ଧା ସରିବା ସମ୍ଭାବନା ରହିଛି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ଉପୁଜେ,ତାହା ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହୋଇଯିବ ବୋଲି…

କଟକରେ ଗଣେଶ ପୂଜା ପାଇଁ ସିଏମସି ଜାରି କଲା ଗାଇଡଲାଇନ

କଟକ- କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କରିଛି ମହାନଗର ନିଗମ । ଗାଇଡଲାଇନ ଅନୁସାରେ ମଣ୍ଡପଗୁଡିକ ପୂଜା ପାଇଁ ପୋଲିସଠାରୁ ଅନୁମତି ନେବା ବାଧ୍ୟତାମୂଳକ । ଶିକ୍ଷାନୁଷ୍ଠାନରେ ମାତ୍ର ୨୦ ଜଣଙ୍କୁ ନେଇ ପୂଜା ହେବ । ଗଣେଶ ମଣ୍ଡପଗୁଡିକରେ ମାତ୍ର ୭ରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ…

ସବୁ ଫର୍ମାଟ୍‌ରୁ ଡେଲ୍ ଷ୍ଟେନ୍‌ଙ୍କ ଅବସର

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ମହାନ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୧୭ ବର୍ଷର ଗୌରବମୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି । ଏହି ୩୮ ବର୍ଷୀୟ ବୋଲର ଟ୍ୱିଟ୍ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ନିଜ ଜାଜୁଲ୍ୟମାନ…