ପୋଲିସ ଡିଜି ଓ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇନ ଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ଓ ଆଇଜି ଅପରେସନ ଅମିତାଭ ଠାକୁର ଆଜି ରାଉରକେଲା, କନ୍ଧମାଳ ଓ କୋଟଗଡ ଗସ୍ତ କରିଛନ୍ତି । ପୋଲିସ କର୍ମଚିରୀଙ୍କୁ ଡିଜିପିଙ୍କ ଡିସ୍କ ପ୍ରଦାନ କରାଯିବା ସହ ନକ୍ସଲ ଦମନ…

ଆଜି ଜାଣିବା ଶ୍ରୀମନ୍ଦିର ସହ ଜଡ଼ିତ କେତେକ ପ୍ରଚଳିତ ଶବ୍ଦାବଳୀ 

୧) ତଡ଼ପ : ତଡ଼ପ ହେଉଛି ଏକ ପ୍ରକାଉ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ସୂତା ଲୁଗା । ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ । ଏହା ଶ୍ରୀ ଜିଉମାନଙ୍କ ସ୍ନାନବେଶ ଲାଗି ଉଦ୍ଦିଷ୍ଟ ।ଠାକୁରମାନଙ୍କ ମୁଖଠାରୁ ତଳକୁ କେବଳ…

ଆଜି ବ୍ରଜମଣ୍ଡଳ ପରିକ୍ରମାରେ ,ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ବଜ୍ରନାଭଙ୍କ ସ୍ଥାପିତ ଗ୍ରାମ ‘ ଦତିହା ‘

ଦତିହା : ମଥୁରାର ଦ୍ୱାଦଶ ବନ ମଧ୍ୟରୁ 'ଦତିହା' ଏକ ଉପଵନ ଅଟେ। କୁମୁଦବନର ପଞ୍ଚ ମାଇଲ ଉତ୍ତରରେ ଏହା ଅବସ୍ଥିତ। ଭଗବାନ ଶ୍ରୀକୃଷ୍ଣ ଏହି ସ୍ଥାନରେ ଦନ୍ତବକ୍ରକୁ ବଦ୍ଧ କରିଥିଲେ। ଦନ୍ତବକ୍ର ଶିଶୁପାଳଙ୍କ ଭାଇ। ଦନ୍ତବକ୍ରର ମାତା ଶ୍ରୀ ବସୁଦେବଙ୍କ ଭଗ୍ନୀ ଥିଲେ। ଶିଶୁପାଳ ବଦ୍ଧ ପରେ ଦନ୍ତବକ୍ର…

ଗୀତା ମହାତ୍ମ୍ୟ: ସଞ୍ଜୟ ଉବାଚ- ଏବମୁକ୍ତ ହୃଷିକେଶ ଗୁଡାକେଶେନ ଭାରତ l ସେନୟୋରୁଭୟର୍ମଧେ ସ୍ଥାପୟୀତ୍ବା ରଥୋତ୍ତମମ।

ଗୀତା ମହାତ୍ମ୍ୟ: ସଞ୍ଜୟ ଉବାଚ- ଏବମୁକ୍ତ ହୃଷିକେଶ ଗୁଡାକେଶେନ ଭାରତ l ସେନୟୋରୁଭୟର୍ମଧେ ସ୍ଥାପୟୀତ୍ବା ରଥୋତ୍ତମମ। ସଞ୍ଜୟ କହିଲେ : ହେ ଧୃତରାଷ୍ଟ୍ର ! ଅର୍ଜୁନ ଏପରି କହିବାରୁ, ଭଗବାନ ଶ୍ରୀକୃଷ୍ଣ ଦୁଇସେନାଙ୍କ ମଧ୍ୟରେ ଉତ୍ତମ ରଥଟିକୁ ଛିଡା କରାଇଲେ। ( ଗୀତା ୧ମ ଅ। ୨୪ଶ ଶ୍ଳୋକ )