ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ନକଲି ଫେସବୁକ ଆଇଡି !

ଭୁବନେଶ୍ୱର- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ନକଲି ଫେସବୁକ୍ ଆଇଡି ଖୋଲାଯାଇଥିବା ଅଭିଯୋଗ । ଏ ନେଇ ନିଜେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, କେହି ଜଣେ ଦୁର୍ବୃତ୍ତ ତାଙ୍କ ନାଁରେ ଫେକ୍ ଆଇଡି ଖୋଲି ଫ୍ରେଣ୍ଡ ରିକ୍ୱେଷ୍ଟ…

ଗୁଇନ୍ଦା ବିଭାଗର ଆଲର୍ଟ, ସୀମାରେ ବଢ଼ୁଛି ଆତଙ୍କବାଦୀ ଗତିବିଧି, ଜାମ୍ମୁ କାଶ୍ମୀରରେ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନରେ ବଳପୂର୍ବକ କ୍ଷମତା ଦଖଲ କରିବା ପରେ ଭାରତ-ପାକ୍ ସୀମାରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ସମ୍ପର୍କରେ ସୂଚନା ପାଇବା ପରେ ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଦେଶର ଗୁଇନ୍ଦା…

ବ୍ୟବସାୟୀଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣାରେ ୫ ଅଭିଯୁକ୍ତଙ୍କୁ ତଡିପାର କରିବ ପୋଲିସ

ଭୁବନେଶ୍ୱର- ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣାରେ ୫ ଅଭିଯୁକ୍ତଙ୍କୁ ତଡିପାର କରିବ ପୋଲିସ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଏହି ଘଟଣାରେ ଏକ ୱେବ ପୋର୍ଟାଲ୍‌ର ମହିଳା ସାମ୍ବାଦିକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ଅନ୍ୟତମ ମୁଖ୍ୟ…