ମୋଦି ସରକାର ଅମଳରେ ଏପର୍ଯ୍ୟନ୍ତ ପାଞ୍ଚ ଲକ୍ଷ କୋଟିର ବ୍ୟାଙ୍କ୍ ଠକେଇ ହେଲାଣି: ରାହୁଲ
ନୂଆଦିଲ୍ଲୀ: ଦିନକ ତଳେ ହଜାର କୋଟିର ବ୍ୟାଙ୍କ୍ ଠକେଇ ପର୍ଦ୍ଦାଫାସ୍ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ମୋଦି ସରକାର ଅମଳରେ ଏଯାବତ୍ ୫,୩୫,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ହୋଇଛି ।
ରାହୁଲ ଟୁଇଟର…