ଆଇପିଏଲ୍ ନିଲାମ: ଇଶାନ୍ କିଶାନ୍ ହେଲେ ସବୁଠୁ ମହଙ୍ଗା ଖେଳାଳି, ୧୫.୨୫ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ
ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୨ ନିଲାମ ଆଜିଠାରୁ ଆରମ୍ଭ ହୋଇଛି। ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶାନ୍ ଏଯାବତ୍ ହୋଇଥିବା ନିଲାମ ହୋଇଥିବା ଖେଳାଳିଙ୍କ ମଧ୍ୟରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି | କିଶାନଙ୍କୁ ୧୫.୨୫ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି |…