କର୍ଣ୍ଣାଟକ: ହିଜାବ୍ ପରିହିତା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ନ ମିଳିବା ନେଇ ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ସ୍ଥିତ ସରକାରୀ ପିୟୁ କଲେଜରେ ହିଜାବ୍ ପରିହିତା ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ନେଇ ବିବାଦ ସୃଷ୍ଟି ହୋଇଛି । କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଛାତ୍ରୀମାନେ ପୂର୍ବରୁ ହିଜାବ ପିନ୍ଧି ଆସୁନଥିଲେ।…

କୃଷି ମନ୍ତ୍ରୀଙ୍କ ସୂଚନା, ବିଧାନସଭା ନିର୍ବାଚନ ପରେ ଏମ୍ଏସପି ଉପରେ କମିଟି ଗଠନ କରାଯିବ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଉପରେ ଆଇନଗତ ପ୍ରତିଶ୍ରୁତି ଦେବା ପାଇଁ ଚାଷୀଙ୍କ ଅନ୍ୟତମ ପ୍ରମୁଖ ଦାବି ରହିଛି । ଏମ୍ଏସପି ଉପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ କମିଟି ଗଠନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସୂଚନା ଦେଇଛନ୍ତି। ତାଙ୍କ…

ଏନଆଇଇପିଏ ପୁରସ୍କାର ପାଇଁ ଓଡିଶାରୁ ୮ ମନୋନୀତ

ଭୁବନେଶ୍ୱର-ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥା-ଏନଆଇଇପିଏ ପକ୍ଷରୁ ବର୍ଷ ୨୦୧୯-୨୦ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଓଡିଶାର ୮ ଜଣ ଶିକ୍ଷା ଅଧିକାରୀ ( ଡିଇଓ , ବିଇଓ)ଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି…

ଦିଲ୍ଲୀରେ ଫେବୃଆରୀ ୭ରୁ ଖୋଲିବ ସ୍କୁଲ, କଲେଜ୍; ଶତ ପ୍ରତିଶତ ଉପସ୍ଥାନ ସହ ଚାଲିବ ସବୁ ଅଫିସ୍

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍କୁଲ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୭ରୁ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜରେ ପାଠପଢ଼ା ଆରମ୍ଭ ହେବ | ଦୀର୍ଘ ଦିନ ଧରି ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଖୋଲିବାକୁ କ୍ରମାଗତ ଦାବି ହେଉଥିଲା | ଆଜି…