ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଂଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ ଜିଲ୍ଲାରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ ଦଶପଲ୍ଲା ସ୍ଥିତ ମହାବୀର ପୀଠରେ ପୂଜାର୍ଚ୍ଚନା ପରେ ୬୩ ଖଣ୍ଡ ରଥକାଠ ପୁରୀ ଅଭିମୁଖେ ବାହାରିଥିଲା । ପ୍ରଥମ ପର୍ଯ୍ୟାୟରେ ନୟାଗଡ ଜିଲ୍ଲା ବନଖଣ୍ଡ ବିଭାଗ ୩୬ ଖଣ୍ଡ ଅସନ…

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କେଏଲ୍ ରାହୁଲ ଚତୁର୍ଥ ସ୍ଥାନକୁ ଉନ୍ନୀତ

ଦୁବାଇ: ବୁଧବାର ପ୍ରକାଶିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତ ଓପନର୍ କେଏଲ୍ ରାହୁଲ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଡେଭିଡ ମାଲାନଙ୍କ କ୍ଷତିରୁ ସେ ଉପକୃତ ହୋଇଛନ୍ତି | ପାକିସ୍ତାନର ବାବର ଆଜମ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ନୂଆ ସୀମିତ…

ପୁଣି ବିବାଦରେ ସମୀର ୱାଙ୍ଖେଡେ, ରଦ୍ଦ ହେଲା ବାର୍ ଲାଇସେନ୍ସ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ ଏବଂ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନବାବ ମଲିକଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏବେ ୱାଙ୍ଖେଡେ ପରିବାରର ବ୍ୟବସାୟକୁ ନେଇ ବିବାଦ ସୃଷ୍ଟି ଆସିଛି। ନବାବ ମଲିକ ଅଭିଯୋଗ କରିଛନ୍ତି…

ମମତା ପୁଣି ନିର୍ଦ୍ବନ୍ଦ୍ବରେ ତୃଣମୂଳ କଂଗ୍ରେସ ମୁଖ୍ୟ ଭାବେ ନିର୍ବାଚିତ

କୋଲକାତା: ଦଳର ଅନେକ ନେତାଙ୍କ ମଧ୍ୟରେ ମତଭେଦ ସତ୍ତ୍ୱେ ମମତା ବାନାର୍ଜୀ ସାଂଗଠନିକ ନିର୍ବାଚନରେ ପୁଣି ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ବୁଧବାର ପାଞ୍ଚ ବର୍ଷ ପରେ ଟିଏମସିରେ ସାଂଗଠନିକ ନିର୍ବାଚନ…