ପଶ୍ଚିମ ୟୁରୋପରେ ବନ୍ୟା ବିଭୀଷିକା, ୧୫୦ରୁ ଊର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ବର୍ଲିନ: ପଶ୍ଚିମ ୟୁରୋପରେ ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଲୋକ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି । ରେକର୍ଡ ବର୍ଷା ପରେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର, ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ…

ରାଜ୍ୟରେ ଅକ୍ଟୋବର ଶେଷଆଡକୁ ତୃତୀୟ ପ୍ରବାହ : ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର- କୋରୋନା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପୁଣି ଥରେ ସଂକ୍ରମିତ ହେଲେ ରୋଗୀଙ୍କ ଅବସ୍ଥା ଗୁରୁତର ରହୁଛି । ଜେନମ ସିକ୍ୟୁଏନସ୍କିକୁ ବଦଳାଇବାକୁ ହେବ ବୋଲି ସେ କହିଛନ୍ତି । ଏହାଦ୍ୱାରା ନୂଆ ଷ୍ଟ୍ରେନ ଉପରେ ନଜର ରଖିହେବ । ନଭେମ୍ବର ଯାଏଁ ଆମକୁ କୋଭିଡ…

ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପ୍ରବାହ ଜାରି ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- କୋରୋନାର ଗୋଟିଏ ପ୍ରବାହ ୩ରୁ ୪ ମାସ ରହୁଛି । ଏଥିପାଇଁ ସଜାଗ ରହିବାକୁ ପଡିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱରେ ବି ଠିକ୍ ଏହିଭଳି ସ୍ଥିତି ଦେଖାଦେଉଛି । ଗୁୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଥିଲେ ମଧ୍ୟ ସଂକ୍ରମଣ…

ନୌସେନାର ଶକ୍ତି ବୃଦ୍ଧି, ଭାରତକୁ ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟର ଦେଲା ଆମେରିକା

ନୂଆଦିଲ୍ଳୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଆମେରିକା ଚୁକ୍ତି ଅଧୀନରେ ଭାରତକୁ ମିଳିଛି ଦୁଇଟି ଏମ୍‌ଏଚ୍‌-୬୦ ହେଲିକପ୍ଟର । ଆମେରିକାର ନୌସେନା ପକ୍ଷରୁ ଏହି ଦୁଇ ମଲ୍ଟି ରୋଲ୍ ହେଲିକପ୍ଟର ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି । ଏଥିସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି ।…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି, ତିନି ରଥରେ ଲାଗି ହେଲା ଆଜ୍ଞାମାଳ

ପୁରୀ- ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ରଥରେ ଲାଗି ହୋଇଛି ଆଜ୍ଞାମାଳ । ଆଜି ରଥକୁ ଦକ୍ଷିଣ ମୋଡ କରାଯିବ । ତିନି ରଥର ଯାଂଚ କାର୍ଯ୍ୟ ଶେଷ ହୋଇଛି । ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ପୁଣି କର୍ଫ୍ୟୁ ଜାରି କରାଯିବ । ସୋମବାର ରାତି ୮ଟାରୁ ଏହି କର୍ଫ୍ୟୁ ଲଗାଯିବା…

କର୍ଣ୍ଣାଟକ ବିଜେପିରେ ସଙ୍କଟ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟେଦିୟୁରପ୍ପା, ଇସ୍ତଫା ଦେବାକୁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୁଆଡେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ…