ପ୍ରଥମ ଦିନରେ ୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଗଲା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ସୋମବାରଠାରୁ ‘ପ୍ରିକସନ୍’ ବା ବୁଷ୍ଟର ଡୋଜ୍ ଦିଆଯିବା ଆରମ୍ଭ ହୋଇଛି | ପ୍ରଥମ ଦିନରେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଭାଗ ଯୋଦ୍ଧାଙ୍କ ସହ ୯ ଲକ୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି। କେନ୍ଦ୍ର…

୩ କୋଟିରେ ତପ୍ତପାଣି ଉଷ୍ମ ପ୍ରସ୍ରବଣ ନବକଳେବର

ଦିଗପହଣ୍ଡି: ତାରାତାରିଣୀ ପୀଠ, ତାମ୍ପରା ଜଳକ୍ରୀଡ଼ା କେନ୍ଦ୍ର, ଗୋପାଳପୁର ଓ ପାତି ସୁନାପୁର ଯଥାକ୍ରମେ ସ୍ଥାୟୀ ଓ ଅସ୍ଥାୟୀ ଇକୋ ରିଟ୍ରିଟ୍, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ... ଆଉ ଏବେ ପ୍ରସିଦ୍ଧ ଉଷ୍ମପ୍ରସ୍ରବଣ ତପ୍ତପାଣି ପର୍ଯ୍ୟଟନ ସ୍ଥଳୀର ନବକଳେବର ହେବାକୁ ଯାଉଛି।…

ଘୋଡ଼ାହାଡ଼ ଜଳଭଣ୍ଡାରରେ କୁମ୍ଭୀର ସଂଖ୍ୟା ବୃଦ୍ଧି

ଦିଗପହଣ୍ଡି: ବ୍ରହ୍ମପୁର ବନଖଣ୍ଡ ଦ୍ବାରା କୁମ୍ଭୀର ଗଣନା ସମ୍ପନ୍ନ ହୋଇଛି। ବନ ବିଭାଗ କର୍ମଚାରୀମାନ କୁମ୍ଭୀର ଥିବା ବନଖଣ୍ଡର ବୃହତ ଜଳଭଣ୍ଡାର ଘୋଡ଼ାହାଡ଼ରେ ଗଣନା କରିଛନ୍ତି। ଏଥର ୭୬ଟି କୁମ୍ଭୀର ଠାବ କରାଯାଇଛି ଯାହା ଗତଥର ଠାରୁ ୪ଟି ଅଧିକ। ଜଳଭଣ୍ଡାର ମଧ୍ୟରେ ୫୮ଟି ଓ ଆଖପାଖ ଅଞ୍ଚଳରେ…