ଶାମ୍ବ ଦଶମୀ ସୂର୍ଯ୍ୟ ଉପାସନାର ଏକ ଦିନ

ଆଜି ପୌଷ ଶୁକ୍ଳ ଦଶମୀ ତିଥି। ଏହି ଦିନ ପାଳନ କରାଯାଏ ଶାମ୍ବ ଦଶମୀ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ଉପାସନାର ଏକ ମହାନପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ସେଥି ମଧ୍ୟରୁ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଅର୍ଥାତ ଚିତାଲାଗି ଅମାବାସ୍ୟାଠାରୁ ପୌଷ ଶୁକ୍ଳ ଶାମ୍ବଦଶମୀ…

ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟାଣୀ ପରାନ୍ୟାହୁ ଇନ୍ଦ୍ରିୟେଭ୍ୟ ପରଂ ମନଃ। ମନସସ୍ତୁ ପରା ବୁଦ୍ଧିର୍ଯ ବୁଦ୍ଧେ ପରତସ୍ତୁ ସହ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : - ଇନ୍ଦ୍ରିୟାଣୀ ପରାନ୍ୟାହୁ ଇନ୍ଦ୍ରିୟେଭ୍ୟ ପରଂ ମନଃ। ମନସସ୍ତୁ ପରା ବୁଦ୍ଧିର୍ଯ ବୁଦ୍ଧେ ପରତସ୍ତୁ ସହ ।। ହେ ଅର୍ଜ୍ଜୁନ !…

ତୃତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୨୨୩ରେ ଅଲ୍ଆଉଟ୍

କେପ୍ ଟାଉନ୍‌: ଏଠାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତର ବ୍ୟାଟିଂ ପୁଣି ଫେଲ୍ ମାରିଛି । ଅଧିନାୟକ ବିରାଟ କୋହଲିଙ୍କୁ ଛାଡ଼ି ଅନ୍ୟସବୁ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୨୩ ରନ୍ କରି ଅଲଆଉଟ୍ ହୋଇଯାଇଛି । ପିଠି ଯନ୍ତ୍ରଣା ଯୋଗୁଁ…

ପୁଣି ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା

ନୂଆଦିଲ୍ଲୀ - କେନ୍ଦ୍ର ସରକାର ପୁଣି ଥରେ ଆୟକର ରିଟର୍ଣ୍ଣ ସମୟସୀମା ବଢାଇଛନ୍ତି । ଆଇଟିଆର ଦାଖଲ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୧୫କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆଇଟିଆର ଦାଖଲ…

ଅଭିନେତା ମିହିର ଦାସଙ୍କ ଆସନ୍ତାକାଲି ଶେଷକୃତ୍ୟ, ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ଗାର୍ଡ ଅଫ୍ ଅନର

ଭୁବନେଶ୍ୱର- ଲୋକପ୍ରିୟ ସିନେ ତାରକା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର ଦିନ ହେବ । ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହି ସୂଚନା ଦେଇଛନ୍ତି । ଆଜି ମିହିର ଦାସ ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କଟକର…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ସତର୍କ ରହିବାକୁ ଆହ୍ବାନ, ଟିକାକରଣ ଜୋରଦାର କରିବା ଉପରେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ…