ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଓ ସିଲିଣ୍ଡର ପରିବହନ ଗାଡିକୁ ଜୁଲାଇ ୩୧ ଯାଏଁ ଟୋଲ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ଟୋଲ ଟ୍ୟାକ୍ସ ଛାଡ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜୁଲାଇ ୩୧ ତାରିଖ ଯାଏଁ ଦେବାକୁ ହେବ…

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରଖରେ ଲଘୁଚାପ ସମ୍ଭବନା, ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବା ଅନୁମାନ

ଭୁବନେଶ୍ୱର- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାମ ରହିବ ୟସ । ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ଆଡକୁ ବାତ୍ୟା ୟସ ଗତି କରିବା ସମ୍ଭାବନା…

ମହାମାରୀ ବେଳେ ରାହା ଦେଖାଉଛି ଜୀବିକା ମିଶନ, ମାକ୍ସ ତିଆରି ଦେଲା ରୋଜଗାରର ବାଟ

ସମ୍ବଲପୁର : ମହାମାରୀ କରୋନା ବର୍ଷେ ହେଲା ସମସ୍ତଙ୍କ ଜୀବନ ଜୀବିକାକୁ ବିପନ୍ନ କରି ଦେଇଛି । ବିଶେଷ କରି ବଜାର ବ୍ୟବସ୍ଥା ସ୍ବାଭାବିକ ନଥିବାରୁ ସବୁ ପ୍ରକାର ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭଳି ଜୀବିକା ମିଶନ ମଧ୍ୟ ଏହି ଲକଡାଉନ୍ ବେଳେ ବି…

ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ପରିବାରକୁ ଦିଆଯିବ ଟିକା

ଭୁବନେଶ୍ୱର- କୋଭିଡ ଟିକାରରଣରେ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଏଣିକି ସ୍ୱାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀଙ୍କ ପରିବାରକୁ ଦିଆଯିବ ଟିକା । ପରିବାର ସଦସ୍ୟଙ୍କୁ କୋଭିଡ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏ ବାବଦରେ ସବୁ ଜିଲ୍ଲାପାଳ ଓ…

ପ୍ରଶାନ୍ତ ରଘୁନାଥ ମହାପାତ୍ର : ଦକ୍ଷ କ୍ରିକେଟର, ଅଂପାୟର ଓ ମ୍ୟାଚ୍ ରେଫରୀ

ଭୁବନେଶ୍ୱର- ବାପା ରଘୁନାଥ ଯେମିତି ଭାସ୍କର୍ଯ୍ୟ କଳାରେ ଖ୍ୟାତି ହାସଲ କରିଥିଲେ, ପୁଅ ପ୍ରଶାନ୍ତ ରଘୁନାଥ ମହାପାତ୍ର କ୍ରିକେଟ୍ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ । ୧୯୭୩ ମସିହାରେ ଜନ୍ମ ଗ୍ରହଣ କରିଥିବା ପ୍ରଶାନ୍ତ ୧୯୯୦ ମସିହାରେ ଓଡିଶା ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ…