ସମ୍ବିତ ପାତ୍ରଙ୍କ ମିଛ ଧରିଲା ଟ୍ୱିଟର, କଂଗ୍ରେସ୍ ଟୁଲ୍କିଟ୍ ପୋଷ୍ଟକୁ କହିଲା ବିଭ୍ରାନ୍ତିକର
ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମିଛ ଧରିଛି ଟ୍ୱିଟର । ସମ୍ବିତ ପାତ୍ର ନିକଟରେ କଂଗ୍ରେସର ‘କାରୋନା ଟୁଲକିଟ୍’ ସମ୍ପର୍କରେ ଯେଉଁ ପୋଷ୍ଟ କରିଥିଲେ, ତାକୁ ଟ୍ୱିଟର ‘ମାନିପୁଲେଟଡ ମିଡ଼ିଆ’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଅର୍ଥାତ୍ ଏହି ପୋଷ୍ଟରେ ଯାହା ଦାବି କରାଯାଇଛି…