ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ : ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ, ମହାମାରୀ ଆଇନ ଅଧୀନସ୍ଥ ରୋଗ

ଭୁବନେଶ୍ୱର- ବ୍ଲାକ୍ ଫଙ୍ଗସ୍‌କୁ ନେଇ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ । ସରକାର ସ୍ପଷ୍ଟ କରିଛନ୍ତି ଯେ, ବ୍ଲାକ ଫଙ୍ଗସ୍ ମହାମାରୀ ନୁହେଁ । ଏହା ମହାମାରୀ ଆଇନ ଅଧୀନରେ ଆସୁଥିବା ରୋଗ । ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ ଆଇନର…

ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଘୋଷିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର-କୋଭିଡ ରୋଗୀ ଓ ମଧୁମେହ ରୋଗୀଙ୍କ ମଧ୍ୟରେ ବହୁଳ ଭାବେ ଦେଖାଯାଉଥିବା ବ୍ଲାକ ଫଙ୍ଗସ୍ ବା ମୁକ୍ରୋମାଇକୋସିସ୍ ରୋଗକୁ ରାଜ୍ୟ ସରକାର ମହାମାରୀ ଭାବେ ଘୋଷଣା କରିଛନ୍ତି । ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ରୋଗକୁ ଏପିଡେମିକ୍ ଡିଜିଜ୍ ଆକ୍ଟରେ…

ବ୍ରହ୍ମପୁର ଏମକେସିଜିରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ବ୍ରହ୍ମପୁର – ବ୍ରହ୍ମପୁରରେ ଲିକ୍ୱିଡ୍ ଅକ୍ସିଜେନ୍ ଷ୍ଟୋରେଜ୍ ଭେସଲ ସିଷ୍ଟମ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏମକେସିଜିରେ ପ୍ରତିଷ୍ଠା ହୋଇଥିବା ଏହି ସିଷ୍ଟମ ଉଦଘାଟନ କରିଛନ୍ତି । ଏବେ ଅକ୍ସିଜେନ ସିଲିଣ୍ଡର ରୋଗୀଙ୍କ…

କରୋନାରେ ମା’ଙ୍କୁ ହରାଇଲେ ଅରିଜିତ୍‌

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂଙ୍କ ମାଆ ଅଦିତି ସିଂଙ୍କ କରୋନାରେ ପରଲୋକ ହୋଇଯାଇଛି । କରୋନା ସଂକ୍ରମିତ ହେବା ପରେ ଅରିଜିତଙ୍କ ମା’ ଗତ କିଛିଦିନ ଧରି କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ ୧୭ରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ବ୍ରେନ୍…