ଗୁଜରାଟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦି

ଅହମ୍ମଦାବାଦ: ପ୍ରଳୟଙ୍କରୀ ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସବୁ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି । ବାତ୍ୟା ‘ତୌକତେ’ରେ ସୌରାଷ୍ଟ୍ର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ଅଧୀନ ଅମ୍ରେଲିରେ ୧୫ ଜଣ…

ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ବିବାଦୀୟ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍‌ସଆପକୁ କହିଛନ୍ତି କେନ୍ଦ୍ର ସରକାର । ଏନେଇ ସରକାର ହ୍ୱାଟସଆପକୁ ନୋଟିସ୍ ଜାରି କରି ସାତଦିନ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି । ସନ୍ତୋଷଜନକ ଉତ୍ତର ନ ମିଳିଲେ ଆଇନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ…

କମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ର ଭୟଙ୍କର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ହ୍ରାସ ପାଇଛି । ଏକ ସର୍ଭେ ଅନୁସାରେ ମୋଦିଙ୍କ ଲୋକପ୍ରିୟତା ସର୍ବନିମ୍ନ ସ୍ତରକୁ ଖସିଛି । ୨୦୧୪ରେ କ୍ଷମତା ଅକ୍ତିଆର କରିବା ପରେ ମୋଦିଙ୍କ ଦଳ ବିଜେପିକୁ ୨୦୧୯…

କୋରୋନା ସଂକ୍ରମଣ : ବିଶେଷଜ୍ଞ କହିଲେ ଆସନ୍ତା ୭ରୁ ୧୦ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନ କୋରୋନା ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଲକଡାଉନ ଯୋଗୁଁ ସ୍ଥିତି ଏଭଳି ରହିଛି । ଆସନ୍ତା ୭ରୁ ୧୦ ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ଆସନ୍ତା ୭ରୁ…

ମେଡିକାଲ ଅକ୍ସିଜେନ ଟ୍ୟାଙ୍କର ଓ ସିଲିଣ୍ଡର ପରିବହନ ଗାଡିକୁ ଜୁଲାଇ ୩୧ ଯାଏଁ ଟୋଲ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ଟୋଲ ଟ୍ୟାକ୍ସ ଛାଡ କରିଛନ୍ତି । କୋରୋନା ମହାମାରୀ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ଜୁଲାଇ ୩୧ ତାରିଖ ଯାଏଁ ଦେବାକୁ ହେବ…

କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରଖରେ ଲଘୁଚାପ ସମ୍ଭବନା, ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବା ଅନୁମାନ

ଭୁବନେଶ୍ୱର- କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାମ ରହିବ ୟସ । ଉତ୍ତର ଓଡିଶା ଦେଇ ପଶ୍ଚିମବଙ୍ଗ ଆଡକୁ ବାତ୍ୟା ୟସ ଗତି କରିବା ସମ୍ଭାବନା…