ଭାରତରେ ୫୭୭ ଶିଶୁଙ୍କୁ ଅନାଥ କଲାଣି କୋଭିଡ୍

‌ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରେ ଏଯାବତ୍ ୫୭୭ ଶିଶୁ ଅନାଥ ହୋଇଛନ୍ତି । ଏପ୍ରିଲ ୧ରୁ ଏଯାବତ୍ ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଭିତ୍ତିରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଇରାନୀ କହିଛନ୍ତି ଯେ, ଯେଉଁ ନିସହାୟ ଶିଶୁମାନେ…

ରାଜ୍ୟରେ ଗୋଟିଏ ଦିନରେ ୩୫ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହାର ୫୮୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଓ ଅନୁଗୁଳରୁ ସର୍ବାଝିକ ୫ ଜଣ ଲେଖାଏଁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୪…

କରୋନା ଅପଡେଟ୍‌: ୨୪ ଘଣ୍ଟାରେ ଭାରତରେ ଆଉ ୨.୦୮ ଲକ୍ଷ ନୂଆ ଆକ୍ରାନ୍ତ, ୪୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ଦୁଇ ଲକ୍ଷ ତଳକୁ ଖସିବାର ଦିନକ ପରେ ସଂକ୍ରମଣ ପୁଣି ବଢ଼ିଛିି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮ ହଜାର ୯୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ପୁଣିଥରେ ୪ ହଜାର ଟପିଛି । ଦିନକରେ ଏହି ବେମାରୀରେ ଆଉ ୪୧୫୭ ଜଣ ଲୋକଙ୍କ ମୃତ୍ୟୁ…

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ବିରୋଧରେ କୋର୍ଟ ଗଲା ହ୍ୱାଟ୍‌ସଆପ୍

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ଆଇଟି ନିୟମକୁ ଚ୍ୟାଲେଞ୍ଜ କରି ହ୍ୱାଟ୍‌ସଆପ୍ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଛି । ନୂଆ ଆଇଟି ନିୟମ ଦ୍ୱାରା ଗ୍ରାହକଙ୍କ ଗୋପନୀୟତା ପ୍ରଭାବିତ ହେବ । ଏହି ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟ୍‌ସଆପ୍ ଦାବି କରିଛି । ଉଲ୍ଲେଖଯୋଗ୍ୟ ଯେ, ସୋସିଆଲ…

ପୂର୍ବ ଅପେକ୍ଷା ଦୁର୍ବଳ ହୋଇ ବାଲେଶ୍ୱର ଆଡକୁ ମୁହାଁଇଛି ୟାଶ୍ , ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୨୦ କିମିରୁ ଅଧିକ ହେବ…

ଭୁବନେଶ୍ୱର- ପୂର୍ବ ଅପେକ୍ଷା ଦୁର୍ବଳ ହେଲା ବାତ୍ୟା ୟାଶ୍ । ବର୍ତ୍ତମାନ ବାତ୍ୟା ୟାଶ୍ ବାଲେଶ୍ୱର ଆଡକୁ ମୁହାଁଇଛି । ଭଦ୍ରକର ଧାମରା ଅତିକ୍ରମ କରିଛି ୟାଶ୍ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ରହିବ ନାହିଁ । ଭଦ୍ରକର ମୋହନପୁରରେ ଜୁଆର ୯ କିଲୋମିଟର ଯାଏଁ…