ରାଜ୍ୟରେ ପୁଣି ୧୧ ହଜାର ଉପରକୁ ଦୈନିକ ସଂକ୍ରମଣ, ଦିନକରେ ୧୧୬୨୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୨୦୨୧

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୧ ହଜାର ୬୨୩ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୬ ହଜାର ୬୦୯ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୧୧୪ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩କୁ ବୃଦ୍ଧି ପାଇଛି । ଏଯାଏଁ ୬ ଲକ୍ଷ ୧୨…

ସକାଳ ୯ଟାରୁ ଆରମ୍ଭ ହେଲା ୟାଶ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଧାମରଠାରୁ ଦୂରେଇ ବାଲେଶ୍ୱରଆଡକୁ ମୁହାଁଇଛି ବାତ୍ୟା । ଧାମରାଠାରୁ ୪୫ ଓ ବାଲେଶ୍ୱରଠାରୁ ୫୦ କିଲୋମିଟର ଦୂରରେ ରହିଛି ୟାଶ୍ । ଏହା ଆଜି…

ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି । ଘଣ୍ଟା ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଲ୍ୟାଣ୍ଡଫଲ୍ ୧୦ଟାରୁ ୧୧ଟା ମଧ୍ୟରେ ଆରମ୍ଭ ହୋଇପାରେ । ଲ୍ୟାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୩୦ରୁ ୧୫୦ କିଲୋମିଟର ରହିପାରେ ।…

ସୁବୋଧ କୁମାର ଜୈସୱାଲ ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜୈସୱାଲ ଦୁଇ ବର୍ଷ ପାଇଁ ଏହି ହାଇ ପ୍ରୋଫାଇଲ୍ ପଦରେ ରହିବେ। ସେ ଏହା ପୂର୍ବରୁ ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ ଥିଲେ । ସମ୍ପ୍ରତି ଜୈସୱାଲ କେନ୍ଦ୍ରୀୟ…

ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍‌, କାଲି ଭୋରରୁ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ୱର- ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍ । ଆସନ୍ତାକାଲି ଭୋର୍ ସମୟରେ ଧାମରା ବନ୍ଦରର ନିକଟତର ହେବ ବାତ୍ୟା । ଆସନ୍ତାକାଲି ଭୋରରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିପାରେ ୟାଶ୍ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପବନର ବେଗ ସର୍ବାଧିକ…