ଝଡବାତ୍ୟାର ନାମକରଣ : କାହିଁକି,କେମିତି

ବିଜନ କୁମାର ମହାପାତ୍ର ଝଡ,ବାତ୍ୟା ଆସିଲେ ସେଗୁଡିକୁ ଆମେ ଏକ ନିର୍ଦ୍ଦିଷ୍ଟ ନାଁରେ ଜାଣିଥାଉ । କାଟ୍ରିନା, ଫାଇଲିନ, ହୁଦହୁଦ୍‌, ନର୍ଗିସ ,ନିସର୍ଗ, ବାୟୁ, ନିବାର, ଅଖି, ଫନି, ଅମ୍ଫନ, ତୌକତେ ଇତ୍ୟାଦି ଇତ୍ୟାଦି । ବିଧ୍ୱଂସକାରୀ ଝଡଗୁଡିକର କାହିଁକି ନାମକରଣ ହୁଏ, ସେ ନେଇ ସାଧାରଣ…

ସରକାରଙ୍କୁ ନିୟମ ମନେ ପକାଇଦେଲେ ପ୍ରଧାନ ବିଚାରପତି, ସିବିଆଇ ନିର୍ଦ୍ଦେଶକ ଦୌଡ଼ରୁ ବାଦ୍ ପଡ଼ିଲେ ଦୁଇ ପ୍ରାର୍ଥୀ

ନୂଆଦିଲ୍ଲୀ: ସିବିଆଇର ନୂଆ ନିର୍ଦ୍ଦେଶକ ଚୟନ ପାଇଁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ପ୍ରଧାନ ବିଚାରପତି ସରକାରଙ୍କୁ ଏକ ନିୟମ ବିଷୟରେ ଉଲ୍ଲେଖ କରିଥିଲେ । ଏହାପରେ ସିବିଆଇ ନିର୍ଦ୍ଦେଶକ ଦୌଡ଼ରେ ଥିବା ସରକାରଙ୍କ ପସନ୍ଦର ଦୁଇ ପ୍ରାର୍ଥୀ…

ପତଞ୍ଜଳି ଦୁଗ୍ଧ ବିଭାଗର ମୁଖ୍ୟଙ୍କ କରୋନାରେ ମୃତ୍ୟୁ, ଏଲୋପାଥି ଚିକିତ୍ସା ଗ୍ରହଣ କରୁଥିଲେ

ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧ ବିଭାଗ ମୁଖ୍ୟ ସୁନୀଲ ବଂଶଲଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି । ବଂଶଲଙ୍କ ଏଲୋପାଥି ଚିକିତ୍ସାରେ ପତଞ୍ଜଳିର କୌଣସି ଭୂମିକା ନଥିଲା ବୋଲି ଏହି ଆୟୁର୍ବେଦ କମ୍ପାନୀ ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ…

ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍: ଭିମସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଡାକ୍ତର , ନର୍ସ ଓ କର୍ମଚାରୀଙ୍କୁ ସାଧୁବାଦ…

ସମ୍ବଲପୁର : କୋଭିଡ୍ ମୁକାବିଲାରେ ଡାକ୍ତରଙ୍କ ସମେତ ସମସ୍ତ ସାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଆଉ ସରକାର ଏଥିପାଇଁ ସବୁ ପ୍ରକାର ଭିତ୍ତିଭୂମି ବ୍ୟବସ୍ଥା କରୁଛନ୍ତି । ତେବେ , ମୋ ସରକାର ପକ୍ଷରୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତୀୟ ସୁବିଧା…

କରୋନା ଆଗରେ ଅପରାଜୟ ଗାଁ

କରୋନା ପ୍ରଥମ ଲହରୀ ପରେ ଏବେ ଦ୍ବିତୀୟ ଲହରୀ ଅନେକଙ୍କୁ ତାର ଶିକାର କଲାଣି। କେତେକଙ୍କ ଜୀବନ ନେଲାଣି ତ ଏହି ମହାମାରୀ ଲାଗି ଅନେକ ପରିବାର ଉଜୁଡ଼ିଗଲାଣି। ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏବେ ବି ଏମିତି ଅନେକ ଗାଁ ରହିଛି ଯାହା କରୋନା ଆଗରେ ଏଯାବତ୍ ଅପରାଜୟ ରହି ଆସିଛି। କରୋନା ଗାଁକୁ…

ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି : ଗତ ୨୪ ଘଣ୍ଟାରେ ରାଜ୍ୟର ୩୩ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୩୩ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ କୋରୋନା ମୃତ୍ୟୁ । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୫୪୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ,…

ଭଦ୍ରକ ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବ ୟାଶ୍ , ବାଲେଶ୍ୱରେ ସ୍ଥିତି ଅନୁଧ୍ୟାନ ପାଇଁ ଗୃହ ରାଜ୍ୟମନ୍ତ୍ରୀଙ୍କୁ ପଠାଇଲେ…

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଆଖି ଦୃଶ୍ୟମାନ ହୋଇଛି । ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାଶ । ବର୍ତ୍ତମାନ ପାରାଦୀପଠାରୁ ୩୨୦, ବାଲେଶ୍ୱରଠାରୁ ୪୩୦, ଦୀଘାଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ବାତ୍ୟା ୟାଶ୍ । ଏହା ଘଣ୍ଟା ପ୍ରତି ୧୦…