କେକ୍ କାଟି, ଜନ୍ମଦିନ ପାଳି କୋଭିଡ୍ ରୋଗୀଙ୍କୁ ଡିସଚାର୍ଜ

କରେନା ସଙ୍କଟ କାଳରେ ଅଧିକ ନିରାଶାଜନକ ଖବର ଶୁଣିବାକୁ ମିଳୁଥିବା ବେଳେ ମଝିରେ ମଝିରେ କିଛି ଆଶ୍ୱସ୍ତ କରିଦେବା ଭଳି ତଥା ସକରାତ୍ମକ ଭାବନା ସୃଷ୍ଟି କରିବା ଭଳି ଖବର ମଧ୍ୟ ଆସୁଛି। ଏମିତି ଏକ ଖବର ବ୍ରହ୍ମପୁର ଜନନା ହସ୍ପିଟାଲରେ ଚାଲିଥିବା ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର (ଡିସିଏଚସି)…

ଗମ୍ଭୀରଙ୍କ ଦ୍ୱାରା କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ଡିସିଜିଆଇକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ଲୋକଙ୍କୁ କୋଭିଡ୍ ଔଷଧ ବଣ୍ଟନ ମାମଲାର ତଦନ୍ତ କରିବାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଭାରତୀୟ ଔଷଧ ନିୟନ୍ତ୍ରକ ‘ଡିସିଜିଆଇ’କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ କୋଭିଡ୍ ଔଷଧ ସହଜରେ ମିଳୁନଥିବା ବେଳେ ଗମ୍ଭୀର ଓ ଅନ ଦୁଇ ବ୍ୟକ୍ତି…

ଫ୍ଲାଇଟ୍‌ରେ ବିବାହ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ତାମିଲନାଡୁର ଏକ ଦମ୍ପତି ଫ୍ଲାଇଟ୍‌ରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମଝି ଆକାଶରେ ହୋଇଥିବା ଏହି ବାହାଘରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ମାମଲା ଏବେ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଙ୍କ ପାଖରେ…

ଏକା ସଙ୍ଗେ ଦୁଇଟି ଲଢେଇ, ଆପଣମାନଙ୍କ ସହଯୋଗରେ ଆମ ବିଜୟ ନିଶ୍ଚିତ : ନବୀନ

ଡବଲ ମୁକାବିଲା ପାଇଁ ଡବଲ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା : ନବୀନ ଭୁବନେଶ୍ବର: ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା ।…

ସରକାର କୋଭିଡ ଓ ବାତ୍ୟା ଭଳି ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ସମୟରେ ବାତ୍ୟାର ମୁକାବିଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ସରକାର ୨ଟିଯାକ ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ । ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ନିରାପଦ ସ୍ଥାନକୁ ଯିବା ପାଇଁ ସେ ଲୋକଙ୍କୁ…