ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଉପନିର୍ବାଚନ ପଥ ପରିଷ୍କାର ହୋଇଛି । ମମତା ଭବାନୀପୁର ଆସନରୁ ଉପନିର୍ବାଚନ ଲଢ଼ିବେ । ଏଥିପାଇଁ ଏହି ଆସନରୁ ବିଧାୟକ ଥିବା ଶୋଭନ ଦେବ ଇସ୍ତଫା ଦେଇଛନ୍ତି । ଭବାନୀପୁର ମମତାଙ୍କ ଗଡ଼ ଭାବେ…

ବାୟୋ ବବଲ୍ ମଧ୍ୟରେ ପୁରୀରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ

ପୁରୀ - ପୁରୀରେ ବାୟୋ ବବଲ୍ ମଧ୍ୟରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବାୟୋ ବବଲ୍‌ର ଅର୍ଥ ହେଉଛି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସୁରକ୍ଷିତ ଜୈବ ବଳୟ ସୃଷ୍ଟି କରିବା, ଯେଉଁଠି ସଂକ୍ରମଣ ଭେଦ କରିପାରିବ…

କୋରୋନାରେ ଆଖି ବୁଜିଲେ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା

ରିଷିକେଶ– ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ରିଷିକେଶ ଏମସରେ ଗତ ୧୦ ଦିନ ଧରି ଚିକିତ୍ସାଧୀନ ଥିଲେ । ହିମାଳୟ ପାର୍ବତ୍ୟାଂଚଳର ଜଙ୍ଗଲର ସଂରକ୍ଷଣ ପାଇଁ ସେ ଆନ୍ଦୋଳନ ଚଳାଇଥିଲେ । ୧୯୭୦ ଦଶକରେ…

ଓଡିଶା ଯୋଗାଇ ସାରିଲାଣି ୧୮୪୬୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ୍ ଅକ୍ସିଜେନ

ଭୁବନେଶ୍ୱର- କୋରୋନା ସଂକଟ ସମୟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡିଶା । ଏଯାବତ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଓଡିଶା ପଠାଇ ସାରିଲାଣି ଅକ୍ସିଜେନ୍‌ର ୧୦୦୫ ଟ୍ୟାଙ୍କର ଓ କଂଟେନର୍ । ମୋଟ ୧୮୪୬୦ ଦଶମିକ ୫୭୬ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ ପଠାଇସାରିଛି…

ନାରଦ ସ୍କାମ୍‌: ଚାରି ଟିଏମ୍‌ସି ନେତାଙ୍କୁ ଗୃହବନ୍ଦୀ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ନାରଦ ସ୍କାମ୍‌ରେ ନିକଟରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଚାରି ନେତାଙ୍କୁ ଗୃହବନ୍ଦୀ ରଖିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମତା ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀ ଫିରହଦ ହାକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ବ୍ୟତୀତ ଦୁଇ ବିଧାୟକ ମଦନ ମିତ୍ର ଏବଂ…