କର୍ଣ୍ଣାଟକ ବିଜେପିରେ ଆନ୍ତଃ କନ୍ଦଳ, ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ପ୍ରତି ବଢ଼ୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପିରେ ଏବେ ଆନ୍ତଃ କନ୍ଦଳ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ନିଜ ଦଳ ଓ ସରକାର ଭିତରେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ପ୍ରତି ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଅଯୋଗ୍ୟ ବୋଲି…

‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦଙ୍କ ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାତାରାତି ଚର୍ଚ୍ଚିତ ଚେହେରା ପାଲଟିଥିବା ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ କହିଛି ଯେ, ଗୁରୁବାର ରାତିରେ କାନ୍ତା ପ୍ରସାଦ ମଦ ଏବଂ ନିଦ ବଟିକା ଖାଇ ଅଚେତ…

ରାଜ୍ୟର ଶ୍ରେଷ୍ଠ ୬ଟି ସରକାରୀ ଆଇଟିଆଇକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡିଶାର ୬ଟି ସରକାରୀ ଆଇଟିଆଇ ସ୍ଥାନ ପାଇଛନ୍ତି । ବ୍ରହ୍ମପୁର, ହିଞ୍ଜିଳିକାଟୁ, କଟକ, ଝାରସୁଗୁଡା, ପୁରୀ ଓ ଯାଜପୁର ଆଇଟିଆଇ କୌଶଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜାରି ଟପ୍ ୧୦୦ ଆଇଟିଆଇ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ…

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଆରମ୍ଭ

ଚିଲିକା- ଚିଲିକା ହ୍ରଦରେ ବେଆଇନ ଚିଙ୍ଗୁଡି ଘେରା ଉଚ୍ଛେଦ ଆରମ୍ଭ ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଡିଆକୁଦା, ବୁଧିବର ଗାଁ ନିକଟରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଚିଙ୍ଗୁଡି ଘେରି ଉଚ୍ଛେଦ ହେଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆରମ୍ଭରେ ବିଳମ୍ବ, ବର୍ଷା ଧୋଇନେଲା ପ୍ରଥମ ସେସନ୍

ସାଉଥମ୍ପଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଆରମ୍ଭରୁ ବର୍ଷା ବାଧକ ସାଜିଛି । ପ୍ରଥମ ଦିନର ପ୍ରଥମ ସେସନ୍ ଧୋଇ ହୋଇଯାଇଛି । ଆଜି ସକାଳୁ ସାଉଥମ୍ପଟନରେ ଲଗାଣ ବର୍ଷା ଜାରି ରହିଛି । ଏପରିକି ଟସ୍ ବି ସମ୍ଭବ ହୋଇନାହିଁ । ଫଳରେ ପ୍ରଥମ ସେସନର ଖେଳ…

ରଥଯାତ୍ରା ବେଳେ କୋଭିଡ ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ବସି ଆଗାମୀ ରଥଯାତ୍ରା ପାଇଁ କୋଭିଡ ପରିଚାଳନା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନିଆଯାଇଛି । ରଥ ଯାତ୍ରା ସହ ଜଡିତ ସବୁ ନୀତିକାନ୍ତିର ୪୮ ଘଂଟା…

ଦେବାଙ୍ଗନା, ନତାଶା ଏବଂ ଇକବାଲଙ୍କ ଜାମିନ ଉପରେ ରୋକ୍ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଦେବାଙ୍ଗନା କାଲିଟା, ନତାଶା ନରୱାଲ ଏବଂ ଛାତ୍ରନେତା ଆସିଫ ଇକବାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଥିବା ଜାମିନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ…