ରାଉରକେଲାରେ ଆରମ୍ଭ ହେଲା ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା – ରାଉରକେଲାରେ ଆଜିଠାର ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାମ ଆରମ୍ଭ ହୋଇଛି । ପ୍ରସ୍ତାବିତ ଷ୍ଟାଡିୟମ ପାଇଁ ବିପିୟୁଟି ପରିସରରେ ପୂଜାର୍ଚ୍ଚନା କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ବିଧାୟକ ସାରଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି…

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ହଳଦିପାଣୀ ନୀତି

ପୁରୀ: ସରିଲା ମହାପ୍ରଭୁଙ୍କ ଜଳକ୍ରୀଡା ନୀତି। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା । ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ…

ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ବରେ ରହିଛି ମଣିଷ ଜୀବନର ସୁରକ୍ଷା । ଏହି…

ରାଜ୍ୟରେ କୋରୋନା ସ୍ଥିତିରେ ଆଖିଦୃଶିଆ ଉନ୍ନତି, ସେତେ ମାରାତ୍ମକ ହେବ ନାହିଁ ତୃତୀୟ ପ୍ରବାହ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ପ୍ରବାହ ମଝିରେ ଦୈନିକ ପଜିଟିଭ ହାର ୨୬ ପ୍ରତିଶତ ଥିଲା । ଏବେ ଏହା ଖସି ୧୧ ପ୍ରତିଶତରେ ପହଂଚିଛି । ଲକଡାଉନ ହଟିଲା ବେଳେକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି । ସେ…

ଅଲପନ୍ ବନ୍ଦୋପାଧ୍ୟାୟ ବିବାଦର ପ୍ରଭାବ: ଏଣିକି ଅବସର ପରବର୍ତ୍ତୀ ନିଯୁକ୍ତି ପୂର୍ବରୁ ଭିଜିଲାନ୍ସ କ୍ଲିୟରାନ୍ସ ଜରୁରି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ ନେଇ ବିବାଦ ଦୃଷ୍ଟିରୁ ଏବେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସବୁ ବିଭାଗକୁ ଏକ ଆଦେଶ ଜାରି କରିଛି । ଏହି ଆଦେଶରେ କୁହାଯାଇଛି ଯେ, ଅଧିକାରୀଙ୍କ ଅବସର ପରବର୍ତ୍ତୀ ନିଯୁକ୍ତି ପୂର୍ବରୁ ସମ୍ପୃକ୍ତ ବିଭାଗକୁ…

୧୮-୪୪ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି, ଆସନ୍ତା ୮ ଓ ୯ ତାରିଖରେ ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର- ୧୮ରୁ ୪୪ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି ପ୍ରସ୍ତୁତି କରିଛି । ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ଟିକା ଅଭାବ ଯୋଗୁଁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ରକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଗତ ମେ ୩, ୪ ଓ…

ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ରେପୋ ରେଟ୍‌, ରିଭର୍ସ ରେପୋ ରେଟ୍ ଏବଂ ଏମ୍‌ଏସ୍‌ଏଫ୍ ରେଟ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍ ପୂର୍ବଭଳି ୪ ପ୍ରତିଶତ ରହିଥିବା ବେଳେ ଏମ୍‌ଏସ୍‌ଏଫ୍ ରେଟ୍ ଓ ବ୍ୟାଙ୍କ୍ ରେଟ୍‌ରେ ବି କୌଣସି ପରିବର୍ତ୍ତନ ହୋଇନାହିଁ । ଏମ୍‌ଏସ୍‌ଏଫ୍ ଓ ବ୍ୟାଙ୍କ୍…

ପଜିଟିଭ ଅଧିକ ଚିହ୍ନଟ ହେଉଥିବା ୫ ଜିଲ୍ଲାରେ କୋଭିଡ୍ ବେଡ୍ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବିପଦ ସଂପୂର୍ଣ୍ଣ ଟଳିନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଉଦବେଗଜନକ । ଅଧିକ ପଜିଟିଭ ଚିହ୍ନଟ ହେଉଥିବା ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧା,ଅନୁଗୁଳ,କଟକ,ଢେଙ୍କାନାଳ ଓ ସୁନ୍ଦରଗଡ ରହିଛି । ଏହି ୫ଟି ଜିଲ୍ଲାରେ କୋଭିଡ…

ରାଜ୍ୟରେ ଆଉ ୩୯ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୩୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୯୧୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡି, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣ…

ରାଜ୍ୟରେ ୮ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୭ ହଜାର ୭୨୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି । ୮ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଦିନକରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୨୯ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୪ ହଜାର ୩୩୧ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୩୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…