ନୂଆ ଟିକାକରଣ ନୀତି ଲାଗୁ, ପ୍ରଥମ ଦିନରେ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଦିଆଗଲା ଟିକା
ନୂଆଦିଲ୍ଲୀ: ଆଜି ଠାରୁ ସାରା ଦେଶରେ ନୂଆ ଟିକାକରଣ ନୀତି ଲାଗୁ ହୋଇଛି । ପ୍ରଥମ ଦିନରେ ହିଁ ରେକର୍ଡ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।
ନୂଆ ଟିକା ନୀତି ଅନୁଯାୟୀ କେନ୍ଦ୍ର ଏଣିକି କୋଭିଡ୍-୧୯ ବିରୋଧରେ ଚାଲିଥିବା ଟିକାକରଣର ସବୁ ଦାୟିତ୍ୱ ନେବ । କେନ୍ଦ୍ର ସରକାର ଟିକା କିଣି…