ରାଜ୍ୟ ଦୈନିକ କୋରୋନା ସଂକ୍ରମଣ : ୧୧୪୯୮ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିିକ ୧୪୯୭ ଓ ଗଜପତିରୁ…

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୧ ହଜାରରୁ ତଳକୁ ଖସୁନି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୧ ହଜାର ୪୯୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୪୩୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସିଙ୍କ ବୈଠକ, ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର- ଉତ୍ତର ଆଣ୍ଡାମାନ ସାଗର ଓ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବାନୁମାନ କରାଯାଇଛି । ପରେ ଏହି ଲଘୁଚାପ ଏହି ମାସ ୨୫ ସୁଦ୍ଧା ବାତ୍ୟାରେ ପରିଣତ ହେବା ଆଶଙ୍କା ସୃଷ୍ଟି ହୋଇଛି । ସମ୍ଭାବ୍ୟ ବାତ୍ୟା ଓଡିଶାର ଉତ୍ତରପକୂଳକୁ ମେ ପ୍ରଭାବିତ…

ଚାକିରି ଠକେଇ ମାମଲା : ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ଓ ସହଯୋଗୀ

ବ୍ରହ୍ମପୁର – ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି ବ୍ରହ୍ମପୁର ଅଣାଯାଇ ଏସଡିଜେଏମ ଜିତେନ୍ଦ୍ରୀୟ ପାଣିଗ୍ରାହୀଙ୍କ କୋର୍ଟରେ ହାଜର କରାଯାଇଥିଲା । ଏକ ଠକେଇର ଆଉ ଏକ ମାମଲାରେ…

ହୋମ୍ ଆଇସୋଲେସନ୍ ରୋଗୀଙ୍କ ସେବାରେ ପ୍ରଶାସନ, ଉପାଦେୟ ହେଉଛି ଭର୍ଚୁଆଲ ଯୋଗ କ୍ଲାସ୍

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରଥମରୁ ସମନ୍ବିତ କୋଭିଡ ମୁକାବିଲାକୁ ଗୁରୁତ୍ଵ ଦେଇ ଆସିଛି । ଡାକ୍ତରଖାନାରେ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ହୋମ୍ ଆଇସୋଲେସନ୍ ରୋଗୀଙ୍କ ଚିକିତ୍ସାର ସଂପୂର୍ଣ ଯତ୍ନ ନିଆଯାଉଛି । ସେହିପରି ନୂତନ ଆକ୍ରାନ୍ତ ଚିହ୍ନଟ ପାଇଁ…

ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା, ଅନଲାଇନ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ମିଳିବ ଟିକା

ଭୁବନେଶ୍ୱର- ରାଜ୍ୟର ଘରୋଇ ମେଡିକାଲରେ ମିଳିବ କୋଭିଡ ଟିକା । ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠି ଲେଖିଛନ୍ତି । ଟିକା ଉତ୍ପାଦନକାରୀଙ୍କଠାରୁ ନିଜେ ଟିକା କିଣିବେ ହସପିଟାଲ୍ । କେବଳ ଅନଲାଇନ ପଂଜିକରଣ କରିଥିବା ହିତାଧିକାରୀଙ୍କୁ କୋଭିଡ ଟିକା…