ପୋଷ୍ଟର ମାମଲାରେ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ମୋତେ ବି ଗିରଫ କର
ନୂଆଦିଲ୍ଲୀ: ପୋଷ୍ଟର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଭାକ୍ସିନ ନୀତିକୁ ସମାଲୋଚନା କରି ଦିଲ୍ଲୀର ଅନେକ ସ୍ଥାନରେ କିଛି ପୋଷ୍ଟର ଲଗାଯାଇଥିଲା । ଏହି ମାମଲାରେ ଅନେକ ଲୋକଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ…