ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍ସଆପ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍
ନୂଆଦିଲ୍ଲୀ: ବିବାଦୀୟ ଗୋପନୀୟତା ନୀତି ପ୍ରତ୍ୟାହାର କରିବାକୁ ହ୍ୱାଟ୍ସଆପକୁ କହିଛନ୍ତି କେନ୍ଦ୍ର ସରକାର । ଏନେଇ ସରକାର ହ୍ୱାଟସଆପକୁ ନୋଟିସ୍ ଜାରି କରି ସାତଦିନ ମଧ୍ୟରେ ଜବାବ ରଖିବାକୁ କହିଛନ୍ତି । ସନ୍ତୋଷଜନକ ଉତ୍ତର ନ ମିଳିଲେ ଆଇନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ…