ବାତ୍ୟା ‘ୟାଶ୍’ ମୁକାବିଲା : ଅଧିକ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାକୁ ସହାୟତା ପାଇଁ ଗଲେ ୫ ବରିଷ୍ଠ ପୋଲିସ…
ଭୁବନେଶ୍ୱର - ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଦ୍ୱାରା ସୃଷ୍ଟି ହେବାକୁ ଥିବା ଯେକୈାଣସି ଆହ୍ୱାନର ମୁକାବିଲା ପାଇଁ ପୋଲିସ ବାହିନୀ ପ୍ରସ୍ତୁତ । ବାତ୍ୟା ୟାଶକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାକୁ ୫ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଠାଯାଇଛି ।
ବରିଷ୍ଠ ଅଧିକାରୀମାନେ…