ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ…

ଦଶ ବର୍ଷର ଅନାଥ ଶିଶୁ ରାହୁଲ ଷଣ୍ଢକୁ ଧନକଉଡା ବ୍ଲକ ଉନ୍ନୟନ ଅଧିକାରୀ ସାହାଯ୍ୟ ର ହାତ ବଢ଼ାଇଲେ

ସମ୍ବଲପୁର: ଗୁରୁବାର ସମ୍ବଲପୁର ଜିଲ୍ଲା, ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ଜଗଦୀଶ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ ଲିଭର ସିରୋସିସ ରେ ଓ ତାଙ୍କ ପତ୍ନୀ ଜୟନ୍ତୀ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ କରୋନାରେ ମୃତ୍ୟୁ ହୋଇଯଇଛି , ତାଙ୍କ ପୁଅ ଅନାଥ ରାହୁଲ ଷଣ୍ଢ(୧୦) ଓ ପରିବାର ବର୍ଗଙ୍କୁ ଆଜି…

ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ

ସମ୍ବଲପୁର : ଗତକାଲି ବିବାହ ସରିବା ପରେ ଦେବ ଦମ୍ପତ୍ତି ଦୁଇଦିନ ଧରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ । ଆଉ ଆଜି ଅପରାହ୍ନରେ ମନ୍ଦିର ପ୍ରବେଶ କରିଛନ୍ତି । ଏହାସହ ଶେଷ ହୋଇଛି ଏବର୍ଷର ଶୀତଳଷଷ୍ଠୀ ଯାତ୍ରା । ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ବିଧିରକ୍ଷା ମଧ୍ୟରେ ଏବର୍ଷର ଷଷ୍ଠୀ ଯାତ୍ରା…

ଘରୁ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର କଡା ନିର୍ଦ୍ଦେଶ

ଭୁବନେଶ୍ୱର- କୋରୋନା କଟକଣା ଆଂଶିକ କୋହଳ ହେଲା ପରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ହୋଲି ରାଜ ସରକାରଙ୍କ ନୂଆ ଗାଇଲାଇନ୍ସରେ କୁହାଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । ଘରେ ରହି କାମ କରିବାକୁ ଥିବା କର୍ମଚାରୀମାନେ ମୋବାଇଲରେ ଆଲର୍ଟ ରହିବେ । ଯେ…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଭାରତର ଚୂଡାନ୍ତ ଦଳ ଘୋଷିତ,ତିନି ପେସର ଓ ଦୁଇ ସ୍ପିନର ସାମିଲ

ସାଉଥହାମ୍ପଟନ : ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଚୂଡାନ୍ତ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଦଳରେ ୫ ବୋଲରଙ୍କୁ ସ୍ଥାନ ଦିଆଯାଇଛି । ଚୂଡାନ୍ତ ଦଳରେ ତିନି ପେସର ଓ ଦୁଇ ସ୍ପିନରଙ୍କୁ ସ୍ଥାନ ମିଳିଛି । ଚୂଡାନ୍ତ ଦଳ ହେଲା – ରୋହିତ ଶର୍ମା,…

ଗାୟିକା ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର- କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । କୋରୋନାରୁ ସୁସ୍ଥ ହେବା ପରେ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଛନ୍ତି ଗାୟିକା । ତେବେ ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ…

ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲ ଉଦ୍‌ଘାଟିତ

ଉଚ୍ଚବିଦ୍ୟାଳୟ ରୂପାନ୍ତରିଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଲବିକ ପରିବର୍ତ୍ତନରେ ବିଶେଷ ସହାୟକ ହେବ : ଗଣଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ…