ତେଲେଙ୍ଗାନାରେ ସମ୍ପୂର୍ଣ୍ଣ ଭାବେ ହଟିବ ଲକଡାଉନ୍

ହାଇଦ୍ରାବାଦ: ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଯିବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ସଂପୂର୍ଣ୍ଣ ହଟାଇବାକୁ…

ଟିକାର ଡବଲ ଡୋଜ୍ ପରେ ସଂକ୍ରମଣ ଆଶଙ୍କା କମ୍ ହୁଏ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଟିକା ନେଲା ପରେ କୋରୋନା ହେବ ନାହିଁ ବୋଲି ଭାବିବା ଭୁଲ୍ । ଟିକା ନେବା ପରେ ମଧ୍ୟ ସଂକ୍ରମଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ,ବିଭିନ୍ନ ଟିକା ୭୦ ରୁ ୯୦ ପ୍ରତିଶତ ମଧ୍ୟରେ କାମ କରୁଛି । ଟିକା ନେବା ଦ୍ୱାରା ଶରୀରରେ ରୋଗ…

ସବୁଠୁ ରହିବା ଅନୁକୂଳ ରାଜ୍ୟ ରାଜଧାନୀଙ୍କ ଟପ୍ ଟେନ୍ ତାଲିକାର ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର – ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି ।…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ: ଟସ୍ ହାରି ଭାରତର ବ୍ୟାଟିଂ

ସାଉଥମ୍ପଟନ: ବର୍ଷା ଯୋଗୁଁ ପ୍ରଥମ ଦିନ ଧୋଇ ହୋଇଯିବା ପରେ ଶେଷରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ନ୍ୟୁଜିଲାଣ୍ଡ କ୍ୟାପଟେନ କେନ୍ ଓ୍ବିଲିୟମସନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ…

ମିଲଖା ସିଂହ : ସଂଘର୍ଷ, ସାଧନା ଓ ସଫଳତାର ଅନନ୍ୟ କାହାଣୀ

ବିଜନ କୁମାର ମହାପାତ୍ର ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଜୀବନ ଥିଲା ସଂଘର୍ଷ,ସାଧନା ଓ ସଫଳତାର ଏକ ରୋମାଂଚକର, ପ୍ରେରଣାପ୍ରଦ କାହାଣୀ । ସଂଘର୍ଷ, ସାଧନା ଓ ସଫଳତାର ବଳିଷ୍ଠ ଉଦାହରଣ ହେଉଛନ୍ତି ମିଲଖା, ଯିଏ କି ଅତି ଅଳ୍ପ ବୟସରେ ହିଁ ଜୀବନ ଓ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ ।…

ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟଙ୍କ କଳାଧନ ପରିମାଣ ୧୩ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କ୍‌ରେ ଭାରତୀୟ ନାଗରିକ ଓ ଭାରତୀୟ କମ୍ପାନୀ ଗୁଡିକ ରଖିଥିବା କଳାଧନରେ ରେକର୍ଡ ବୃଦ୍ଧି ଘଟିଛି । ୨୦୨୦ରେ ଏହାର ପରିମାଣ ୨.୫୫ ବିଲିୟନ ସ୍ୱିସ୍ ଫ୍ରାଙ୍କ୍ (୨୦,୭୦୦ କୋଟି)କୁ ବୃଦ୍ଧି ପାଇଛି । କେବଳ ନଗଦ ଆକରରେ ନୁହେ, ବରଂ ସିକ୍ୟୁରିଟିଜ୍‌, ବଣ୍ଡ୍ ଏବଂ…