ଟିକା ନେବା ପରେ ପ୍ରଥମ ଥର ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଟିକା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ଏଇଏଫ୍ଆଇ କମିଟି ଏହାର ରିପୋର୍ଟରେ ସ୍ୱୀକାର କରିଛି | ମାର୍ଚ୍ଚ ୩୧ରେ ଟିକା ‌ନେବା ପରେ ଜଣେ ୬୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବ୍ୟକ୍ତି ଜଣକ ଟିକାର ଦୁଇଟି ଯାକ ଡୋଜ୍…

ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲା: ଇଟାଲୀ ନୌସୈନିକଙ୍କ ବିରୋଧରେ କେଶ୍ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୨ରେ କେରଳ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଦୁଇଜଣ ଇଟାଲୀର ଦୁଇ ନୌସୈନିକଙ୍କ ବିରୋଧରେ ଭାରତରେ ଚାଲିଥିବା ସମସ୍ତ ଅପରାଧିକ ମାମଲା ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ରେ ଦୁଇ ଜଣ କେରଳ ମତ୍ସ୍ୟଜୀବୀଙ୍କୁ ହତ୍ୟା ମାମଲାରେ ସୁପ୍ରିମକୋର୍ଟ…

ବିରୋଧ ପ୍ରଦର୍ଶନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ପାର୍ଥକ୍ୟ ସରକାର ଭୁଲି ଯାଉଛନ୍ତି : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ କରିବାର ସାମ୍ବିଧାନିକ ଅଧିକାର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଗତବର୍ଷ ଦିଲ୍ଲୀରେ ଘଟିଥିବା ଦଙ୍ଗା ମାମଲାରେ ତିନି ସାମାଜିକ କର୍ମୀଙ୍କୁ ଜାମିନ ପ୍ରଦାନ…

ଗଲଓ୍ବାନ ଘାଟିରେ ଭାରତ-ଚୀନ୍ ସଂଘର୍ଷକୁ ପୂରିଲା ବର୍ଷେ , ସହିଦ୍ ଯବାନଙ୍କୁ ସେନା ମୁଖ୍ୟଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗଲଓ୍ବାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ବିତିଛି | ଏହି ଅବସରରେ ଲେହର ଯୁଦ୍ଧ ସ୍ମାରକୀରେ ଚୀନ୍ ସହିତ ସଂଘର୍ଷରେ ବଳିଦାନ ଦେଇଥିବା ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରାଓ୍ବଣେ ମଧ୍ୟ…

ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥର ସାରଥୀ ଓ ପାର୍ଶ୍ଵଦେଵତାଙ୍କ ବିଷୟରେ କିଛି ଜାଣିବା କଥା

ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ କରୁଥିବା ନନ୍ଦିଘୋଷ ରଥର ପ୍ରତ୍ୟେକ ଟି ଅଂଶ ଜଣେ ଜଣେ ଦେବତା ଅଟନ୍ତି। ମନୁଷ୍ୟ ଶରୀର ସଦୃଶ୍ୟ ଏ ରଥର ପରିକଳ୍ପନା। ଅଙ୍ଗ ପ୍ରତ୍ୟଙ୍ଗ ଯୁକ୍ତ ଶରୀର ଯେପରି ପୂର୍ଣ୍ଣାଙ୍ଗ ରୂପ ପ୍ରାପ୍ତ ହୋଇଥାଏ ସେହିପରି ବିଭିନ୍ନ ଦେବତା ଙ୍କ ସମାହାର ରେ ନନ୍ଦିଘୋଷ…