ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିଜୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମମତା

କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ନନ୍ଦିଗ୍ରାମରେ ଭୋଟ୍ ଗଣତିରେ ଅନିୟମିତତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମମତାଙ୍କ ପିଟିସନ୍ ଉପରେ ଆଜି…

କାରୋନା ଅପଡେଟ୍‌: ୫୮ ଦିନ ପରେ ଦୁଇ ହଜାର ତଳକୁ ଖସିଲା ମୃତ୍ୟୁ ସଂଖ୍ୟା, ଆଉ ୬୨,୪୮୦ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନାର ଆଉ ୬୨,୪୮୦ ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୫୮୭ ଲୋକଙ୍କ ମୃତ୍ୟୁ ହୋଇଛି । ୫୮ ଦିନ ପରେ ଦୈନିକ ମୃତ୍ୟୁ ସଂଖ୍ୟା ଦୁଇ ହଜାର ତଳକୁ ଖସିିଛି । ଦିନକରେ କରୋନାରୁ ୮୮,୯୭୭ ଳେଶକ ସୁସ୍ଥ ହୋଇଛନ୍ତି । ଦେଶରେ କ୍ରମାଗତ ୧୧ ଦିନ ଧରି ନୂଆ…

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଦଇତାପତିଙ୍କ ସହଯୋଗ ଲୋଡ଼ିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର…

ରାଜ୍ୟରେ ଆଉ ୩୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୩୭ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୩୭ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି । କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବରଗଡ, ଝାରସୁଗୁଡା, ପୁରୀ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ବଲାଙ୍ଗିର,ଦେବଗଡ, କେନ୍ଦ୍ରାପଡା…

ୟୁଜି, ପିଜି ପରୀକ୍ଷା ନେଇ ଆଜି ହୋଇପାରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର- ଆଜି ୟୁଜି, ପିଜି ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । କୋଭିଡକୁ ଦୃଷ୍ଟିରେ ରଖି କେମିତି ପରୀକ୍ଷା ହେବ, ସେ ନେଇ ନିଷ୍ପତ୍ତି ହୋଇପାରେ । ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଗତ ୧୨ ତାରିଖରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଶ୍ୱବିଦ୍ୟାଳୟ…

ରାଜ୍ୟରେ ୩ ହଜାର ୮୦୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଚାରି ହଜାର ତଳକୁ ହିଁ ରହିଛି । ଗତ ୨୪ ଘଂଟାରେ ୩ ହଜାର ୮୦୬ ନୂଆ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୧୭୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୬୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ…

ଦଶ ବର୍ଷର ଅନାଥ ଶିଶୁ ରାହୁଲ ଷଣ୍ଢକୁ ଧନକଉଡା ବ୍ଲକ ଉନ୍ନୟନ ଅଧିକାରୀ ସାହାଯ୍ୟ ର ହାତ ବଢ଼ାଇଲେ

ସମ୍ବଲପୁର: ଗୁରୁବାର ସମ୍ବଲପୁର ଜିଲ୍ଲା, ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଳଖିଣ୍ଡା ଗ୍ରାମର ଜଗଦୀଶ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ ଲିଭର ସିରୋସିସ ରେ ଓ ତାଙ୍କ ପତ୍ନୀ ଜୟନ୍ତୀ ଷଣ୍ଢ ଙ୍କ ୧୪-୦୬-୨୦୨୧ ରେ କରୋନାରେ ମୃତ୍ୟୁ ହୋଇଯଇଛି , ତାଙ୍କ ପୁଅ ଅନାଥ ରାହୁଲ ଷଣ୍ଢ(୧୦) ଓ ପରିବାର ବର୍ଗଙ୍କୁ ଆଜି…

ସମ୍ବଲପୁର ଶୀତଳଷଷ୍ଠୀ ଉଦଯାପିତ

ସମ୍ବଲପୁର : ଗତକାଲି ବିବାହ ସରିବା ପରେ ଦେବ ଦମ୍ପତ୍ତି ଦୁଇଦିନ ଧରି ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥିଲେ । ଆଉ ଆଜି ଅପରାହ୍ନରେ ମନ୍ଦିର ପ୍ରବେଶ କରିଛନ୍ତି । ଏହାସହ ଶେଷ ହୋଇଛି ଏବର୍ଷର ଶୀତଳଷଷ୍ଠୀ ଯାତ୍ରା । ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ବିଧିରକ୍ଷା ମଧ୍ୟରେ ଏବର୍ଷର ଷଷ୍ଠୀ ଯାତ୍ରା…

ଘରୁ କାମ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର କଡା ନିର୍ଦ୍ଦେଶ

ଭୁବନେଶ୍ୱର- କୋରୋନା କଟକଣା ଆଂଶିକ କୋହଳ ହେଲା ପରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ହୋଲି ରାଜ ସରକାରଙ୍କ ନୂଆ ଗାଇଲାଇନ୍ସରେ କୁହାଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । ଘରେ ରହି କାମ କରିବାକୁ ଥିବା କର୍ମଚାରୀମାନେ ମୋବାଇଲରେ ଆଲର୍ଟ ରହିବେ । ଯେ…