ଫ୍ଲାଇଟ୍ରେ ବିବାହ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିସିଏ
ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ତାମିଲନାଡୁର ଏକ ଦମ୍ପତି ଫ୍ଲାଇଟ୍ରେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି । ମଝି ଆକାଶରେ ହୋଇଥିବା ଏହି ବାହାଘରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ମାମଲା ଏବେ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଙ୍କ ପାଖରେ…