ରାଜ୍ୟରେ ୧୧ ହଜାର ୧୦୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ, ମୟୂରଭଞ୍ଜ ଜିଲ୍ଲାରୁ…

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧ ହଜାର ୧୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୨୧୯ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୪୫୧, କଟକରୁ ୯୪୪, ଅନୁଗୁଳରୁ ୮୬୪, ସୁନ୍ଦରଗଡରୁ ୭୦୮, ମୟୂରଭଞ୍ଜରୁ ୬୩୫,…

କରୋନା ସଙ୍କଟ: ୨୪ ଘଣ୍ଟାରେ ୨.୫୭ ଲକ୍ଷ ନୂଆ ମାମଲା, ପୁଣି ଚାରି ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଖସୁଥିଲେ ମଧ୍ୟ ବିପଦ ଟଳି ନାହିଁ । ଏବେ ବି ଦୈନିକ ମୃତ୍ୟୁସଂଖ୍ୟା ୪୦୦୦ରୁ ଊର୍ଦ୍ଧ୍ୱ ରହିଛି । ଗତ ୨୪ ଘଣ୍ଟାରେ ଭାରତରେ ୨,୫୭,୨୯୯ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରାଗରେ ଆଉ ୪୧୯୪ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ପୁଣି ୩,୫୭,୬୩୦ ଜଣ…

ସମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପ୍ରସ୍ତୁତି ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ୟସ୍ ଦୃଷ୍ଟିରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟାସ୍ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ଏସଆରସି ଓ ଅନ୍ୟ…

କୁମ୍ଭମେଳା ପରେ ଚାରିଧାମ ତୀର୍ଥଯାତ୍ରାକୁ ଅନୁମତି ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ…

ଡେରାଡୁନ୍‌: କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ପ୍ରଥମେ କୁମ୍ଭମେଳା ଓ ଏବେ ଚାରିଧାମ ତୀର୍ଥଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାର ଅନୁମତି ଦେଇଛନ୍ତି । ଏନେଇ ଉତ୍ତରାଖଣ୍ଡ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । କୋଭିଡ୍ ସଂକ୍ରମଣ ମଧ୍ୟରେ ଏଭଳି ବିଶାଳ ଧାର୍ମିକ ସମାବେଶକୁ ଅନୁମତି ଦେଇ…

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କାଲି ଲଘୁଚାପରେ ପରିଣତ ହେବା ସମ୍ଭାବନା, ୨୪ ସୁଦ୍ଧା ବାତ୍ୟାର ରୂପ ନେବ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହିତ ୨୪ ତାରିଖ ସଂଧ୍ୟାରୁ…