ରାଜ୍ୟରେ ଲକଡାଉନ ଅବଧି ଜୁନ୍ ୧୭ ଯାଏଁ ବୃଦ୍ଧି, ତିନି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ
ଭୁବନେଶ୍ୱର- ରାଜ୍ୟରେ ଲକଡାଉନକୁ ଜୁନ୍ ୧୭ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାନେ ଆଉ ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ ଜାରି ରହିବ । ତିନିଟି ଜିଲ୍ଲାରେ ଲକଡାଉନ…