କିଛି ସମୟ ପରେ କୋଭିଡ ଅନଲକ୍ ପ୍ରକ୍ରିୟା ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର-ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ରାଜ୍ୟ ସରକାର ଆଜି ଅନଲକ୍ ପ୍ରକ୍ରିୟା ଘୋଷଣା କରିପାରନ୍ତି । ଦିନ ସାଢେ ଗୋଟାଏରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅନଲକ ସଂପର୍କିତ ଘୋଷଣା କରିବେ ।
ଏହି ମାସରେ କେବଳ ୪-୫ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ…