ଆଣ୍ଟିବଡି କକ୍ଟେଲ୍ର କମାଲ, ଗୋଟିଏ ଡୋଜ୍ ନେବା ପରେ ଦିନକରେ ସୁସ୍ଥ ହେଲେ ୪୦ କୋଭିଡ୍ ରୋଗୀ
ହାଇଦ୍ରାବାଦ: କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଣ୍ଟିବଡି କକ୍ଟେଲ୍ ନେବା ପରେ ପ୍ରାୟ ୪୦ ରୋଗୀ ଦିନକରେ ସୁସ୍ଥ ହୋଇଛନ୍ତି । ହାଇଦ୍ରାବାଦ୍ ସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗାଷ୍ଟ୍ରୋଏଣ୍ଟୋରୋଲୋଜିରେ ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ୪୦ ରୋଗୀଙ୍କ ଉପରେ ଏହି କକ୍ଟେଲ୍ ପ୍ରୟୋଗ…