‘ଡିଡ଼ି ନ୍ୟୁଜ୍’ର ନୂଆ ଲୋଗୋକୁ ନେଇ ବିବାଦ

ନୂଆଦିଲ୍ଲୀ: ସରକାରୀ ଚ୍ୟାନେଲ୍ 'ଡିଡ଼ି ନ୍ୟୁଜ୍' ଲୋଗୋର ରଙ୍ଗ ବଦଳିଛି। ପୂର୍ବରୁ ନାଲି ଥିବା ଏହି ଲୋଗୋ ଏବେ ଗେରୁଆ ରଙ୍ଗ ଧାରଣ କରିଛି | ଚ୍ୟାନେଲ ଲୋଗୋର ରଙ୍ଗ ବଦଳିବା ନେଇ ବିରୋଧୀ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତିି । ସରକାରୀ ଚ୍ୟାନେଲର 'ଗୈରିକୀକରଣ' କରାଯାଉଛି ବୋଲି ଅଭିଯୋଗ…