ପୁରୀ ରଥଯାତ୍ରାରେ ପୁଣି ଅଘଟଣ, ଦଳାଚକଟାରେ ୩ ମୃତ, ବହୁ ଆହତ

ପୁରୀ: ପୁରୀ ରଥଯାତ୍ରାରେ ପୁଣି ଅଘଟଣ। ବିଳମ୍ବିତ ରାତିରେ ରଥ ସମ୍ମୁଖରେ ଦଳାଚକଟା ଯୋଗୁଁ ୩ ଭକ୍ତଙ୍କ ମୃତ୍ଯୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ଦ୍ବିତୀୟାରେ ଜାଣିଶୁଣି ନନ୍ଦିଘୋଷ ରଥ ଟଣା ଯାଇନଥିବା ବେଳେ ଭିଡକୁ ବି ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ…