ଏସବିଆଇ ଦେଇଥିବା ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ଇସି

ନୂଆଦିଲ୍ଲୀ:ନିର୍ବାଚନୀ ବଣ୍ଡ୍ ନେଇ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଗୁରୁବାର ଦେଇଥିବା ସମସ୍ତ ତଥ୍ୟ ନିର୍ବାଚନ କମିଶନ ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଏଥର ନିର୍ବାଚନୀ ବଣ୍ଡ୍ ନମ୍ବର ସହ ଏହି ତଥ୍ୟ ଅପଲୋଡ୍ କରାଯାଇଛି । ପୂର୍ବରୁ ଏସବିଆଇ ଦ୍ବାରା ଦାଖଲ ଅସମ୍ପୂର୍ଣ୍ଣ ତଥ୍ୟ ନେଇ…