ଭାରତୀୟ ଘରୋଇ କ୍ଷେତ୍ରରେ କୋଭିଡ୍ ଟିକା ଦାମ୍ ସବୁଠୁ ମହଙ୍ଗା, ଡୋଜ୍ ପିଛା ଦେବାକୁ ପଡ଼ୁଛି ୭୦୦ରୁ ୧୫୦୦ ଟଙ୍କା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଥିବା ବେଳେ ଟିକା ହିଁ ଏବେ ଲୋକଙ୍କ ପାଇଁ ଏକମାତ୍ର ସୁରକ୍ଷା କବଚ ସାଜିଛି । ଏଭଳି ସ୍ଥିତିରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ନିଜ ଟିକା ଦାମ୍ ଅହେତୁକ ବୃଦ୍ଧି…

ସୁଶୀଲ କୁମାରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଜଣେ ଯୁବ ରେସଲରଙ୍କ ହତ୍ୟା ଘଟଣାରେ ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଦିଲ୍ଲୀ ପୋଲିସ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ଛତ୍ରାଶଲ ଷ୍ଟାଡିୟମରେ ଗତ ସପ୍ତାହରେ ଏକ ଗଣ୍ଡଗୋଳ ମାମଲାରେ ୨୩ ବର୍ଷୀୟ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା । ଏହି…

କରୋନା ସଙ୍କଟ: ଭାରତରେ ଆଉ ୩.୬୬ ଲକ୍ଷ ନୂଆ ମାମଲା, ୩୭୫୪ ମୃତ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଛଟପଟ ହେଉଥିବା ଭାରତରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ମାସାନ୍ୟ ହ୍ରାସ ଘଟିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦିନକରେ ଦେଶରେ ଆଉ ୩,୬୬,୧୬୧ ନୂଆ ମାମଲା ରେକର୍ଡ କରାଯାଇଛି । ଏହି ମହାମାରୀରେ ଆଉ ୩୭୫୪ ଜଣ…

ରାଜ୍ୟରେ ୧୦ ହଜାର ୩୧ ନୂଆ କୋରୋନା ପଜିଟିଭ, ଆଉ ୧୭ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୩୧ କୋରୋନା ପଜିଟିଭ ମାମଲା ରେକର୍ଡ କରାଯାଇଛି । ସଂଗରୋଧରୁ ୬ ହଜାର ୬୨୩ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୪୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୨୯ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮୨୪ ଓ…

Newsroom: Morning Headlines

More 90 ICU & 120 Oxygen Beds to Augment COVID19 Management in Sundargarh Naveen Condoles Demise of Rajya Sabha MP Raghunath Mahapatra Naveen: Broadening the Canon in the Second Wave Six Trains Cancelled in Odisha to Break…